ଯାଜପୁର: ପାଣିକୋଇଲି ଏସ୍‌ପି ଅଫିସ୍‌ ସମ୍ମୁଖରେ ରୋଗୀ ନେଇ ଯାଉଥିବା ବୋଲେରୋ ଡ୍ରାଇଭର ଜମିର ଖାନ୍‌ଙ୍କୁ ଗୁଳିମାଡ଼; ଭଦ୍ରକରୁ କଟକକୁ ରୋଗୀ ନେଇ ଆସୁଥିବା ବେଳେ ଘଟିଛି ଗୁଳିମାଡ଼