କୋଟିଆ ପ୍ରସଙ୍ଗରେ ରାଜସ୍ୱମନ୍ତ୍ରୀ ମହେଶ୍ୱର ମହାନ୍ତି କହିଲେ- ଏକ ଉଚ୍ଚସ୍ତରୀୟ ଟିମ୍ ଗଢ଼ା ଯାଇ କୋଟିଆ ପଠାଯିବ, ଟିମ୍‌ରେ ଇଞ୍ଜିନିୟର ଓ ବିଶେଷଜ୍ଞଙ୍କୁ ସାମିଲ କରାଯିବ