କୁନ୍ଦୁଲି ପୀଡ଼ିତାଙ୍କ ଘର, ସ୍କୁଲ, କୁନ୍ଦୁଲି ଡାକ୍ତରଖାନା କର୍ମକର୍ତ୍ତାଙ୍କୁ ପଚରାଉଚରା ପରେ SC କମିଶନ ସଦସ୍ୟ ଯୋଗେନ୍ଦ୍ର ପାଶୱାନ କହିଲେ-ଘଟଣାରେ ପୋଲିସ କର୍ତ୍ତବ୍ୟରେ ଅବହେଳା କରିଛି, ଡାକ୍ତରୀ ରିପୋର୍ଟରେ ତଥ୍ୟକୁ ଦବାଇ ଦିଆଯାଇଛି, ଅନୁସୂଚିତ ଜାତିଙ୍କୁ ସୁରକ୍ଷା ଦେବାରେ ସରକାର ବିଫଳ