ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Politics
ବିଜେଡି ସରକାରର ସବୁଠୁ ବଡ଼ ଜମି ସ୍କାମ: ୩୦ ଥରରେ ‘କିଟ୍’ ହାତେଇଛି ୧୦୮ଏକର ଇଡକୋ ଜମି, ସବୁ ଆଇନକାନୁନ୍ ବି ଫୁ’
୧୯୯୭ ମସିହା ଅକ୍ଟୋବର ୧୮ତାରିଖରେ ନିଜ ସଂସ୍ଥା କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ ଇଣ୍ଡଷ୍ଟ୍ରିଆଲ ଟେକ୍ନୋଲୋଜି(କିଟ୍) ନାଁରେ ଇଡକୋଠୁ ଚନ୍ଦକା ଶିଳ୍ପାଂଚଳରେ ମାତ୍ର ଗୋଟିଏ ଏକର ଜମି(ପ୍ଲଟ/ସେଡ୍ -୨୭କ-୧ ) ଜମି ନେଇଥିବା ଅଚ୍ୟୁତ ସାମନ୍ତ ସରକାରୀ ଜମିକୁ ହାତେଇବା କଳା ଏଭଳି ଶିଖିଯାଇଥିଲେ ଯେ ସେ ଆଉ ପଛକୁ ଫେରିନାହାନ୍ତି ।

Politics
କିଟ୍ ଓ କିସ୍ରେ ମାଳମାଳ ଆଇଏଏସ୍, ଆଇପିଏସଙ୍କୁ ଚାକିରି!
କେରଳ କ୍ୟାଡରର ଆଇପିଏସ ଅଫିସର ଥିବା କାହ୍ନୁଚରଣ ମହାଲି ଏବେ କିସର ମହାନିର୍ଦ୍ଦେଶକ ଅଛନ୍ତି। ବର୍ତ୍ତମାନ କିଟ ବିଶ୍ୱବିଦ୍ୟାଳୟର ଚିଫ୍ ପ୍ରୋକଟର ବା ମୁଖ୍ୟ ଶୃଙ୍ଖଳାରକ୍ଷାକାରୀ ଅଫିସର ଥିବା ପ୍ରଦୀପ ପଟ୍ଟନାୟକ ପୂର୍ବରୁ ଭୁବନେଶ୍ୱର କମିଶନରରେଟ ପୁଲିସରେ ଆଡିସନାଲ ଡିସିପି ଥିଲେ।

Politics
ଦିନେ ବିଧାନସଭାରୁ ବାହର କରିଦିଆଯାଇଥିଲା, ଏବେ ହେଲେ ବାଚସ୍ପତି
୨୦୦୯ରେ ସେ ପ୍ରଥମଥର ଲୋକସଭା ନିର୍ବାଚନ ଲଢ଼ିଥିଲେ ହେଁ କଂଗ୍ରେସର କପିଲ ଶିବଲଙ୍କ ଠାରୁ ଚାନ୍ଦିନଚୌକ ଆସନରୁ ପରାସ୍ତ ହୋଇଥିଲେ। ୪ ବର୍ଷ ପରେ ସେ ୨୦୨୩ରେ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ବିଧାନସଭା ନିର୍ବାଚନ ଲଢ଼ି ହାରିଥିଲେ।

Guest Column
ବିକଶିତ ଭାରତ ପାଇଁ ‘ମାଗଣା ବଣ୍ଟନ ସଂସ୍କୃତି’ ବାଧକ
ଉପହାରକୁ କିଏ ବା ଭଲ ନପାଆନ୍ତି! ଗ୍ରାହକ ସଂଖ୍ୟାରେ ଅଭିବୃଦ୍ଧି କିମ୍ବା ଅଧିକ ଖର୍ଚ୍ଚ କରିବାକୁ ଚାହୁଁଥିବା ବ୍ୟବସାୟିକ ସଂସ୍ଥାମାନଙ୍କର ମୌଳିକନୀତି ହେଲା ଉପହାର ଦେଇ ଆଦୃତି ସାଉଁଣ୍ଟିବା। ଭାରତରେ ନିର୍ବାଚନ ପାଇଁ ମଧ୍ୟ ଏହା ପ୍ରଯୁଜ୍ୟ।

Politics
ରେଖା ଗୁପ୍ତାଙ୍କ ସହ ଶପଥ ନେଇଥିବା ଦିଲ୍ଲୀର ୬ କ୍ୟାବିନେଟ ମନ୍ତ୍ରୀ କିଏ?
ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ବିଜ୍ଞପ୍ତି ଅନୁସାରେ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ପରାମର୍ଶକ୍ରମେ ବିଜେପି ବିଧାୟକ ପରବେଶ ବର୍ମା, ଆଶୀଷ ସୁଦ, ମନଜିନ୍ଦର ସିର୍ସା, ରବୀନ୍ଦ୍ର ଇନ୍ଦ୍ରଜ ସିଂହ, କପିଲ ମିଶ୍ରା ଓ ପଙ୍କଜ କୁମାର ସିଂହଙ୍କୁ ଦିଲ୍ଲୀ ସରକାରେ ମନ୍ତ୍ରୀ ଭାବେ ନିଯୁକ୍ତ କରିଛନ୍ତି।