ଚିତ୍ରକୋଣ୍ଡା: ପ୍ରସୂତିଙ୍କୁ ବୋଟ୍‌ରେ ଗୁରୁପ୍ରିୟା ନଦୀ ପାର କରାଇ ଚିତ୍ରକୋଣ୍ଡା ହସ୍ପିଟାଲରେ ଭର୍ତ୍ତି କଲେ BSF ଯବାନ; ପ୍ରସବ ପରେ ମହିଳାଙ୍କ ସ୍ୱାସ୍ଥ୍ୟ ବିଗିଡ଼ି ଯାଇଥିଲା, ଖବର ପାଇ ବଡ଼ପଡ଼ା କ୍ୟାମ୍ପର BSF ଯବାନ ସାହାଯ୍ୟ କରିଥିଲେ