ଅନୁଗୋଳ: ଅନୁଗୋଳ ଏସ୍‌ପିଙ୍କ ନିକଟରେ ୨ କ୍ୟାଡର ମାଓବାଦୀ ଦୟାନନ୍ଦ ଓ ଜଲି ଦେହୁରୀଙ୍କ ଆତ୍ମସମର୍ପଣ; ଉଭୟ ସୁନ୍ଦରଗଡ଼-ଦେବଗଡ଼-ସମ୍ବଲପୁର ଡିଭିଜନ ସଦସ୍ୟ, ପ୍ରେମକୁ ବିରୋଧ ହେବାରୁ ଉଭୟ ମାଓ ସଂଗଠନ ଛାଡ଼ିଲେ