ରାୟଗଡ଼ା: ହାର୍ଡକୋର ମାଓବାଦୀ ଗେମ୍ବାଲୀ ଚିନାରାଓକୁ ୧୦ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଲେ ଜିଲ୍ଲା ଦୌରା ଜଜ୍‌, ୨୦୧୩ରେ ଫୁଲକଣା ଜଙ୍ଗଲରୁ ଗିରଫ ହୋଇଥିଲା