ରାଇରଙ୍ଗପୁର: ତିରିଂ ଥାନା ଝରାଡ଼ିହି ଗାଁ ନିକଟ ନାଳରୁ ଯୁବକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର; ମୁଣ୍ଡରେ ଲାଗିଛି ଗଭୀର କ୍ଷତ, କେହି ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ