ନୀଳଗିରିରେ ନାବାଳିକା ଦୁଷ୍କର୍ମ ଘଟଣା: ନୀଳଗିରି ବିଧାୟକ ସୁକାନ୍ତ ନାୟକ କହିଲେ- ଏ ସମ୍ପର୍କରେ ମୁଁ ଜାଣି ନଥିଲି, ଟିଭି ଓ ସୋସିଆଲ ମିଡିଆରୁ ଜାଣିଲି; ପୋଲିସ ଅନୁସନ୍ଧାନ କରୁଛି, ଯିଏ ଦୋଷୀ ଦଣ୍ଡ ପାଇବା ଉଚିତ