ଫୁଲବାଣୀ: ୨ ବର୍ଷର ଝିଅକୁ ମଦ୍ୟପ ବାପା କଚାଡ଼ି ମାରିବା ଘଟଣା; ଅଭିଯୁକ୍ତ ବାପାକୁ ଗିରଫ କଲା ପୋଲିସ୍, କାଲି ନିଶାଶକ୍ତ ଅବସ୍ଥାରେ ନିଜ ଝିଅକୁ କଚାଡ଼ି ମାରିଥିଲା