ଜୟପୁର-ନବରଙ୍ଗପୁର ବ୍ରଡ଼୍‌ ଗଜ୍‌ ରେଳ ଲାଇନକୁ ରେଳ ମନ୍ତ୍ରଣାଳୟର ମଞ୍ଜୁରୀ: ୩୮ କିମି ପାଇଁ ଖର୍ଚ୍ଚ ହେବ ୭୪୮ କୋଟି, ୩ ବର୍ଷରେ କାମ ସରିବ