ରେଳ ଅନୁଦାନ ନେଇ ପରିବହନ ମନ୍ତ୍ରୀ ନୃସିଂହ ସାହୁ କହିଲେ- ନୈରାଶ୍ୟଜନକ, ଦାବି ମୁତାବକ ଅନୁଦାନ ମିଳିନାହିଁ, ୫୧୦୨ କୋଟି କହିଥିଲେ, ୩ ହଜାର କୋଟି ଦେଲେ