ସମ୍ବଲପୁର: ହାଜତରେ ଅଭିଯୁକ୍ତଙ୍କ ଆତ୍ମହତ୍ୟା ପରେ ଅଇଁଠାପାଲି ଥାନା ପରିସରରେ ଉତ୍ତେଜନା ବଢ଼ୁଛି, ପୁରୁଷଙ୍କ ସହ ମହିଳାମାନେ ମଧ୍ୟ ଧସେଇ ପଶୁଛନ୍ତି, ଥାନା ଦେଇ ଯାଇଥିବା କୋଲକାତା-ମୁମ୍ବାଇ ରାସ୍ତା ଜାମ