ସମ୍ବଲପୁର ଅଇଁଠାପାଲି ଥାନା ହାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ ଘଟଣା: ଏଚ୍‌ଆରପିସି ଏଡ଼ିଜି ମହେନ୍ଦ୍ର ପ୍ରତାପ କହିଲେ- ସମ୍ବଲପୁର ଏସପିଙ୍କ ସହ ଯୋଗାଯୋଗ କରି ଆଜି ଏଚ୍‌ଆରପିସିର ୩ ଜଣିଆ ଟିମ୍‌ ସମ୍ବଲପୁର ଯିବ