ସମ୍ବଲପୁର: ରେଙ୍ଗାଲି ସ୍ଥିତ ଶ୍ୟାମ ମେଟାଲିକ କାରଖାନା ପରିସରରେ ଟ୍ରକ୍ ଧକ୍କାରେ ସିକ୍ୟୁରିଟି ଗାର୍ଡଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା; କ୍ଷତିପୂରଣ ଦାବିରେ ଫାଟକ ବନ୍ଦ କରି ଧାରଣାରେ ବସିଲେ କର୍ମଚାରୀ