ହାଇକୋର୍ଟରେ ଶ୍ରୀମନ୍ଦିର ଜଗମୋହନ ମରାମତି ମାମଲା: ଜୁନ୍ ୨ ଶୁଦ୍ଧା କାମ ଶେଷ ହେବା ନେଇ ଏଏସ୍‌ଆଇ, ଜିଲ୍ଲାପାଳ, ମନ୍ଦିର ପ୍ରଶାସନ ପକ୍ଷରୁ ସତ୍ୟପାଠ ଦାଖଲ, ଜୁନ୍ ୨୧ରେ ପରବର୍ତ୍ତୀ ଶୁଣାଣି