ସୋର: ଏନ୍ଏଚ୍-୧୬ ନାୟକବନ୍ଧ ଛକରେ ୨ ଟ୍ରକ୍ ମୁହାଁମୁହିଁ ଧକ୍କା; ୨ ଟ୍ରକ୍ ଡ୍ରାଇଭର ମୃତ, ଅନ୍ୟ ଦିଗରୁ ଆସୁଥିବା ଏକ କାର୍‌କୁ ପିଟିଲା ଦୁର୍ଘଟଣାଗ୍ରସ୍ତ ଟ୍ରକ୍, ଦୁର୍ଘଟଣାରେ କାର୍ ଚୁର୍‌ମାର୍, ଡ୍ରାଇଭର ଗୁରୁତର