ସୁନ୍ଦରଗଡ଼: ଷ୍ଟେଟବ୍ୟାଙ୍କ ବଜାର ବ୍ରାଞ୍ଚର କ୍ୟାସ୍ କାଉଣ୍ଟରରୁ ଟଙ୍କା ଲୁଟି ନେଲେ ୪ ଦୁର୍ବୃତ୍ତ; ଲୁଟ୍ ପରେ ଖସି ପଳାଉଥିବା ଜଣକୁ କାବୁ କଲେ ଲୋକେ, କେତେ ଟଙ୍କା ଲୁଟ୍ ହୋଇଛି, ଏଯାଏ ସ୍ପଷ୍ଟ ହୋଇନି