ସୁପ୍ରିମ୍‌କୋର୍ଟରେ ଓଡ଼ିଶା ଧାର୍ମିକ ଅନୁଷ୍ଠାନ ଉଚ୍ଛେଦ ମାମଲା: ଆଇନ ଅନୁସାରେ କିଏ ଭଙ୍ଗାଯିବ, କିଏ ନାହିଁ ଗଠିତ କମିଟି ଉପରେ ନିଷ୍ପତ୍ତି ଛାଡ଼ିଲେ କୋର୍ଟ, ୩ ମାସରେ ରିପୋର୍ଟ ଦେବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ