ଗୁଜରାଟ ସୁରତରେ ଅଚିହ୍ନା ନାବାଳିକାକୁ ଦୁଷ୍କର୍ମ, ହତ୍ୟା ମାମଲା: ଘଟଣା ସଂପର୍କରେ ଗୁଜରାଟ ଗୃହ ମନ୍ତ୍ରୀ ପି.ଏସ୍ ଜାଡ଼େଜାଙ୍କ ଗୁରୁତ୍ୱପୂର୍ଣ୍ଣ ସୂଚନା-କହିଲେ ପୀଡ଼ିତା ନାବାଳିକା ଓଡ଼ିଶାର ହୋଇଥିବା ସନ୍ଦେହ କରୁଛୁ, ନିଖୋଜ ପ୍ରାୟ ୮ ହଜାର ବାଳିକାଙ୍କ ଫଟୋ ସହ ମ୍ୟାଚ୍ କରୁଛୁ