ଆସ୍ଥା ଚିଟ୍‌ଫଣ୍ଡ ଠକେଇ ମାମଲା: ସଂସ୍ଥାର ମୁଖ୍ୟ ଶୁଭ୍ରାଂଶୁ ଲେଙ୍କାଙ୍କୁ ଭୁବନେଶ୍ୱରର ଝାରପଡ଼ା ଜେଲରେ ସିବିଆଇର ଜେରା, ୨ ଦିନ ପାଇଁ ଜେରା କରିବାକୁ ମିଳିଛି କୋର୍ଟଙ୍କ ଅନୁମତି