ବ୍ରହ୍ମପୁର: ୩୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଦ୍ୱାରା ଗିରଫ ହେଲେ ଛତ୍ରପୁର ବିଦ୍ୟୁତ୍‌ ଥାନା ଏଏସ୍‌ଆଇ ସୁରେନ୍ଦ୍ର ପଢ଼ିହାରୀ