କଟକରେ ପହଞ୍ଚିଲା ଡି’ବ୍ରଦର୍ସଙ୍କ ସହଯୋଗୀ ଭୋଲା ଭଗତ, ଆଜି ତାକୁ କୋର୍ଟରେ ହାଜର କରାଯିବ, ୭ ଦିନ ରିମାଣ୍ଡରେ ଆଣିବାକୁ ଆବେଦନ କରିବ ପୋଲିସ୍