ଭୁବନେଶ୍ୱର: ପୁଣି ମାତିଲେ ପଲସର ଗ୍ୟାଙ୍ଗ ଲୁଟେରା, ବନ୍ଧୁକ ଦେଖାଇ ଜଣେ କଲେକ୍ସନ ଏଜେଣ୍ଟଙ୍କ ଠାରୁ ୫୦ ହଜାର ଟଙ୍କା ଲୁଟିଲେ ୩ ଦୁର୍ବୃତ୍ତ