ବଲାଙ୍ଗିର: ଜବତ ବାଲିଗାଡ଼ି ଛାଡ଼ିବାକୁ ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସଇଁତଳା ତହସିଲଦାର ଅନିଲ ପଟ୍ଟନାୟକ ଓ ଅତିରିକ୍ତ ତହସିଲଦାର ରାଜେନ୍ଦ୍ର ଖୁରାଙ୍କୁ ଗିରଫ କଲା ଭିଜିଲାନ୍ସ