ଯାଜପୁର: ବ୍ୟାସନଗର ପୌରାଧ୍ୟକ୍ଷା ସବିତା ରାଉତଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ, ସେପ୍ଟେମ୍ବର ୭ ତାରିଖରେ ଅନାସ୍ଥା ଭୋଟିଂ, ୯ ଜଣ କାଉନ୍‌ସିଲର ଆଣିଥିଲେ ଅନାସ୍ଥା