ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗିର ଓ ନବରଙ୍ଗପୁର ଜିଲ୍ଲାରେ ମାଓ ମୁକାବିଲା ନେଇ ଭବାନୀପାଟଣାରେ ପୋଲିସ୍ ଡିଜି କେବି ସିଂଙ୍କ ସମୀକ୍ଷା ବୈଠକ