ଓଡ଼ଗାଁ ପେଟାପାଲ୍ଲୀ ଛକରୁ ଅଟୋରେ ଯାଉଥିବା ବେଳେ ମା, ଝିଅଙ୍କୁ ଅଭିଯୁକ୍ତମାନେ ଅପହରଣ କରି ନିଶା ଖୁଆଇ ସୁନାଗହଣା ଲୁଟି ନେଇଥିବା ଅଭିଯୋଗ