ଅକ୍ଟୋବର ୧ରୁ ବଦଳି ଯିବ ୬ଟି ନିୟମ: ବ୍ୟାଙ୍କ, ଜିଏସ୍‌ଟି ଓ ଟେଲିକମ୍‌ ସେବା ଉପରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ: ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ଜିଏସ୍‌ଟି, ଟେଲିକମ୍‌ ସେକ୍ଟର ଓ ଟୋଲ ପ୍ଲାଜାରେ ୬ଟି ନିୟମରେ ପରିବର୍ତ୍ତନ ହେବ। ଏହି ନୂଆ ନିୟମ ଆସନ୍ତା ଅକ୍ଟୋବର ୧ ତାରିଖରୁ ଲାଗୁ ହେବ। ଏହାପରେ ନୂଆ ଏମ୍‌ଆରପିରେ ଦ୍ରବ୍ୟ ମିଳିବ, ସର୍ବନିମ୍ନ ବ୍ୟାଙ୍କ ବାଲାନ୍ସ କମିବ, ଆକାଉଣ୍ଟ ବନ୍ଦ କଲେ ଚାର୍ଜ ଦେବାକୁ ପଡିବ ନାହିଁ। ଏହାସହ ଏସ୍‌ବିଆଇ କିଛି ବ୍ୟାଙ୍କର ଚେକ୍‌ ବନ୍ଦ କରିବ ବୋଲି ଜଣାପଡିଛି। ଟୋଲ ଟ୍ୟାକ୍ସ ଦେବାକୁ ଆଉ ଲାଇନ୍‌ ଦେବାକୁ […]

Rakesh Mallick
  • Published: Thursday, 28 September 2017
  • Updated: 28 September 2017, 04:10 PM IST

Sports

Latest News

ନୂଆଦିଲ୍ଲୀ: ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ଜିଏସ୍‌ଟି, ଟେଲିକମ୍‌ ସେକ୍ଟର ଓ ଟୋଲ ପ୍ଲାଜାରେ ୬ଟି ନିୟମରେ ପରିବର୍ତ୍ତନ ହେବ। ଏହି ନୂଆ ନିୟମ ଆସନ୍ତା ଅକ୍ଟୋବର ୧ ତାରିଖରୁ ଲାଗୁ ହେବ। ଏହାପରେ ନୂଆ ଏମ୍‌ଆରପିରେ ଦ୍ରବ୍ୟ ମିଳିବ, ସର୍ବନିମ୍ନ ବ୍ୟାଙ୍କ ବାଲାନ୍ସ କମିବ, ଆକାଉଣ୍ଟ ବନ୍ଦ କଲେ ଚାର୍ଜ ଦେବାକୁ ପଡିବ ନାହିଁ। ଏହାସହ ଏସ୍‌ବିଆଇ କିଛି ବ୍ୟାଙ୍କର ଚେକ୍‌ ବନ୍ଦ କରିବ ବୋଲି ଜଣାପଡିଛି। ଟୋଲ ଟ୍ୟାକ୍ସ ଦେବାକୁ ଆଉ ଲାଇନ୍‌ ଦେବାକୁ ପଡିବ ନାହିଁ। ଏହାସହ ଟୋଲ୍‌ ରେଟ୍‌ ମଧ୍ୟ କମିଯିବ।

mrpନୂଆ ଏମ୍‌ଆରପିରେ ଦ୍ରବ୍ୟ ମିଳିବ: ଅକ୍ଟୋବର ୧ରୁ ନୂଆ ଏମ୍‌ଆରପିରେ ଜିନିଷ କିଣିବାକୁ ପଡିବ। ଜୁଲାଇ ୧ରେ ଜିଏସ୍‌ଟି ଲାଗୁ ହେବା ପରେ କେନ୍ଦ୍ର ସରକାର ବ୍ୟବସାୟୀଙ୍କୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ପୁରୁଣା ମାଲରେ ନୂଆ ଏମ୍‌ଆରପି ଲଗାଇ ବିକ୍ରି କରିବାକୁ ଅନୁମତି ଦେଇଥିଲେ। ୧ ଅକ୍ଟୋବର ପରେ ପୁରୁଣା ଦ୍ରବ୍ୟରେ ନୂଆ ଏମ୍‌ଆରପି ଲଗାଇ ବିକ୍ରି କରାଗଲେ କାର୍ଯ୍ୟାନୁଷ୍ଠାନ ନିଆଯିବ।

SBIଏସ୍‌ବିଆଇରେ ସର୍ବନିମ୍ନ ବାଲାନ୍ସ କମିବ: ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ) ସର୍ବନିମ୍ନ ବାଲାନ୍ସରେ ପରିବର୍ତ୍ତନ କରିଛି। ୧ ଅକ୍ଟୋବରରୁ ମେଟ୍ରୋ ସେକ୍ଟରରେ ସର୍ବନିମ୍ନ ବାଲାନ୍ସ ଲିମିଟ୍‌ ୫୦୦୦ରୁ କମି ୩୦୦୦ ଟଙ୍କା ହୋଇଯିବ। ମେଟ୍ରୋ ଓ ଅର୍ବାନ ସେକ୍ଟରକୁ ଗୋଟିଏ ବର୍ଗରେ ଦେଖାଯିବ। ସର୍ବନିମ୍ନ ବାଲାନ୍ସ ଚାର୍ଜରେ ୨୦ ପ୍ରତିଶତରୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ୍‌ କରାଯାଇଛି। ନାବାଳକ, ପେନସନଧାରୀ ଓ ସବ୍‌ସିଡ ପାଇଁ ଖୋଲା ଯାଇଥିବା ଆକାଉଣ୍ଟରୁ ଆଉ ସର୍ବନିମ୍ନ ବାଲାନ୍ସ ଚାର୍ଜ ଆଦାୟ କରାଯିବ ନାହିଁ। ଏହାଦ୍ୱାରା ୫ କୋଟି ଗ୍ରାହକ ଉପକୃତ ହେବେ ବୋଲି ଏସ୍‌ବିଆଇ କହିଛି।

sbi-current-accountଏସ୍‌ବିଆଇ ଆକାଉଣ୍ଟ ବନ୍ଦ କଲେ ପଡ଼ିବନି ଚାର୍ଜ: ଏସ୍‌ବିଆଇ ଗ୍ରାହକଙ୍କୁ ଆକାଉଣ୍ଟ ବନ୍ଦ ପାଇଁ ଆଉ ଚାର୍ଜ ଦେବାକୁ ପଡିବ ନାହିଁ। ଆକାଉଣ୍ଟ ଖୋଲିବାର ୧୪ ଦିନ ମଧ୍ୟରେ ଏହାକୁ ବନ୍ଦ କରିହେବ। ଏଥିପାଇଁ ଚର୍ଜା ପଡିବ ନାହିଁ। ହେଲେ ୧୪ ଦିନ ପରେ ଓ ଏକ ବର୍ଷ ମଧ୍ୟରେ ଆକାଉଣ୍ଟ ବନ୍ଦ କଲେ ୫୦୦ ଟଙ୍କା ଓ ଜିଏସ୍‌ଟି ଦେବାକୁ ପଡିବ। ଗ୍ରାହକଙ୍କ ମୃତ୍ୟୁ ପରେ ଆକାଉଣ୍ଟ ସେଟଲମେଣ୍ଟ ଓ ବନ୍ଦ ପାଇଁ ଚାର୍ଜ ଦେବାକୁ ପଡିବ ନାହିଁ। ବର୍ତ୍ତମାନ ସମସ୍ତ ପ୍ରକାର ଆକାଉଣ୍ଟ ବନ୍ଦ ଓ ସେଟଲ ପାଇଁ ଏସ୍‌ବିଆଇ ୫୦୦ ଟଙ୍କା ଚାର୍ଜ ନେଉଛି।

Bharatiya-Mahila-Bankସହଯୋଗୀ ବ୍ୟାଙ୍କର ଚେକ୍‌ ନେବ ନି ଏସ୍‌ବିଆଇ: ୧ ଅକ୍ଟୋବରରୁ ଏସ୍‌ବିଆଇ ସହଯୋଗୀ ବ୍ୟାଙ୍କ ଓ ଭାରତୀୟ ମହିଳା ବ୍ୟାଙ୍କର ପୁରୁଣା ଆଇଏଫ୍‌ଏସ୍‌ସି ଚେକ୍‌ ନେବ ନାହିଁ। ଏହି ବ୍ୟାଙ୍କ ଗୁଡିକ ହେଲେ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ତ୍ରାଭେନ୍‌କୋର, ଷ୍ଟେଟ୍‌ ବ୍ୟାଙ୍କ ଅଫ ପଟିୟାଲା, ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ହାଇଦ୍ରାବାଦ, ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ବୋକାନେର ଓ ଜୟପୁର, ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ମହୀଶୂର ଓ ଭାରତୀୟ ମହିଳା ବ୍ୟାଙ୍କ। ଏହି ବ୍ୟାଙ୍କର ଗ୍ରାହକଙ୍କୁ ନୂଆ ଚେକ୍‌ ବୁକ୍‌ ପାଇଁ ଆବେଦନ କରିବାକୁ ଏସ୍‌ବିଆଇ ପକ୍ଷରୁ କୁହାଯାଇଛି।

Toll-Plazaଟୋଲ୍‌ ପ୍ଲାଜାରେ ଲାଇନ୍‌ ଦେବାକୁ ପଡ଼ିବ ନାହିଁ: ୧ ଅକ୍ଟୋବରରୁ ଜାତୀୟ ରାଜପଥରେ ଫାଷ୍ଟଟ୍ୟାଗ ଲାଗିଥିବା ଗାଡିଙ୍କୁ ଟୋଲ୍‌ ପ୍ଲାଜାରେ ଆଉ ଅଟକିବାକୁ ପଡିବ ନାହିଁ। ଏନ୍‌ଏଚ୍‌ଏଆଇ କର୍ତ୍ତୃପକ୍ଷଙ୍କ କହିବା ମୁତାବକ ସବୁ ଟୋଲ୍‌ ପ୍ଲାଜାରେ ଫାଷ୍ଟଟ୍ୟାଗ ଲାଇନ୍‌ ନିର୍ମାଣ ହୋଇସାରିଛି। ଏହି ଲାଇନ୍‌ କାମ ବି କରିବା ଆରମ୍ଭ କରିଦେଇଛି।  ଫାଷ୍ଟଟ୍ୟାଗ ସିଷ୍ଟମ୍‌ରେ ଗାଡିର କାଚରେ ଏକ ଟ୍ୟାଗ୍‌ ଲଗାଯାଇଥାଏ। ଟୋଲ୍‌ ପ୍ଲାଜାରେ ଲାଗିଥିବା ଡିଭାଇସ୍‌ ଏହାକୁ ରିଡ କରିନେବ ଓ ଟୋଲ୍‌ ଟ୍ୟାକ୍ସ ଟୋଲ୍‌ ପ୍ଲାଜା ଆକାଉଣ୍ଟକୁ ଚାଲିଯିବ। ଫାଷ୍ଟଟ୍ୟାଗ୍‌କୁ ରିଚାର୍ଜ କରିବା ମଧ୍ୟ ସହଜ। ଏହାକୁ ଅନ୍‌ଲାନ୍‌ରେ ରିଚାର୍ଜ କରିହେବ। ଏହାସହ ବିଭିନ୍ନ ବ୍ୟାଙ୍କରେ ମଧ୍ୟ ଏହା କରିହେବ।

phone-callକମିବ କଲ୍‌ ରେଟ୍‌: ୧ ଅକ୍ଟୋବରରୁ ଟେଲିକମ୍‌ ରେଗୁଲେଟର (ଟ୍ରାଇ) ଇଣ୍ଟର କନେକ୍ସନ ୟୁଜିଏସ୍‌ ଚାର୍ଜ ୫୦ ପ୍ରତିଶତ କମାଇବାକୁ ନିଷ୍ପତ୍ତି ନେଇଛି। ଏହାପରେ ମୋବାଇଲ୍‌ ଟର୍ମିନେସନ ଚାର୍ଜ ୧୪ ପଇସା ପ୍ରତି ସେକେଣ୍ଡରୁ କମି ୬ ପଇସା ହୋଇଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story