ପେଟ୍ରୋଲ୍ ଦରରୁ ନିସ୍ତାର ପାଇବାକୁ ଚାହୁଁଛନ୍ତି ? ଜାଣନ୍ତୁ କମ୍ ତେଲରେ ବେଶୀ ମାଇଲେଜ୍ ଦେଉଥିବା କିଛି ବାଇକ୍ ସଂପର୍କରେ

ଦେଶରେ ହୁ ହୁ ହୋଇ ବଢ଼ୁଥିବା ପେଟ୍ରୋଲ ଦର ଲୋକଙ୍କ ବଜେଟରେ ନିଅଣ୍ଟିଆ ପରିସ୍ଥିତି ସୃଷ୍ଟି କରୁଛି। ଗାଡ଼ିରେ ପେଟ୍ରୋଲ ଖର୍ଚ୍ଚ ଦିନକୁ ଦିନ ବଢ଼ିବାରେ ଲାଗିଛି। ତେଣୁ ଲୋକମାନେ ଖର୍ଚ୍ଚ କମାଇବା ପାଇଁ ଅଧିକ ମାଇଲେଜ ଥିବା ବାଇକ କିଣିବାକୁ ପସନ୍ଦ କରୁଛନ୍ତି। ଏପରି କ୍ଷେତ୍ରରେ ଆସନ୍ତୁ ଜାଣିବା କିଛି ବାଇକ୍ ବିଷୟରେ ଯାହା କମ୍ ତେଲରେ ଅଧିକ ମାଇଲେଜ୍ ଦେବା ସହିତ ଅସୁବିଧା ସମୟରେ ସହାୟ ହେବ। ଟିଭିଏସ ସ୍ପୋର୍ଟ: ଅଧିକ ମାଇଲେଜ୍ ବାଇକ୍ […]

Rakesh Mallick
  • Published: Saturday, 07 October 2017
  • Updated: 07 October 2017, 09:33 PM IST

Sports

Latest News

ଦେଶରେ ହୁ ହୁ ହୋଇ ବଢ଼ୁଥିବା ପେଟ୍ରୋଲ ଦର ଲୋକଙ୍କ ବଜେଟରେ ନିଅଣ୍ଟିଆ ପରିସ୍ଥିତି ସୃଷ୍ଟି କରୁଛି। ଗାଡ଼ିରେ ପେଟ୍ରୋଲ ଖର୍ଚ୍ଚ ଦିନକୁ ଦିନ ବଢ଼ିବାରେ ଲାଗିଛି। ତେଣୁ ଲୋକମାନେ ଖର୍ଚ୍ଚ କମାଇବା ପାଇଁ ଅଧିକ ମାଇଲେଜ ଥିବା ବାଇକ କିଣିବାକୁ ପସନ୍ଦ କରୁଛନ୍ତି। ଏପରି କ୍ଷେତ୍ରରେ ଆସନ୍ତୁ ଜାଣିବା କିଛି ବାଇକ୍ ବିଷୟରେ ଯାହା କମ୍ ତେଲରେ ଅଧିକ ମାଇଲେଜ୍ ଦେବା ସହିତ ଅସୁବିଧା ସମୟରେ ସହାୟ ହେବ।

ଟିଭିଏସ ସ୍ପୋର୍ଟ: ଅଧିକ ମାଇଲେଜ୍ ବାଇକ୍ ତାଲିକାରେ ଟିଭିଏସ୍ ସ୍ପୋର୍ଟ ସବୁଠାରୁ ଆଗରେ ରହିଛି। ଏହା ଦୁଇଟି ଭିନ୍ନ ଭିନ୍ନ ରଙ୍ଗରେ ବଜାରରେ ଉପଲବ୍ଧ ହେଉଛି। ଏଥିରେ ୯୯.୭ ସିସି ଇଞ୍ଜିନ ରହିଛି, ଯାହା ୭.୫ BHP ପାଓ୍ୱାର ଏବଂ ୭.୫ NM torque ଜେନେରେଟ କରିଥାଏ। ବିଭିନ୍ନ ସ୍ଥାନକୁ ନେଇ ଏହାର ମୂଲ୍ୟରେ ତଫାତ୍ ରହିଛି। ବାଇକର ମୂଲ୍ୟ ସର୍ବନିମ୍ନ ୩୮ ହଜାର ଟଙ୍କାରୁ ଆରମ୍ଭ ହୋଇ ସର୍ବାଧିକ ୫୧ ହଜାର ଟଙ୍କା ମଧ୍ୟରେ ସିମିତ ରହିଛି। ଏହାର ଫ୍ୟୁଲ୍ ଟେଙ୍କ କ୍ଷମତା ୧୦ ଲିଟର, ରିଜର୍ଭ ଟେଙ୍କ୍ କ୍ଷମତା ୨ ଲିଟର ଓ ଏହାର ମାଇଲେଜ୍ ୯୫ କିମି ରିହଛି।

ସ୍ପେଣ୍ଡର ଆଇସ୍ମାର୍ଟ: ଏଥିରେ ୧୦୯.୧୫ ସିସି ଇଞ୍ଜିନ ରହିଛି। ଯାହା ୭KW ପାଓ୍ୱାର ସହିତ ୯ NM torque ଜେନେରେଟର କରିଥାଏ। ଏଥିରେ ୪ ସ୍ପିଡ୍ ଗିଅରବକ୍ସ ସହିତ ଏହାର ଇଞ୍ଜିନରେ ଷ୍ଟାର୍ଟ-ଷ୍ଟପ୍ ଫିଚର ଦିଆଯାଇଛି। ଏହାର ଫ୍ୟୁଲ୍ ଟ୍ୟାଙ୍କ୍ ‍କ୍ଷମତା ୮.୫ ଲିଟର,ରିଜର୍ଭ ଟ୍ୟାଙ୍କ୍ କ୍ଷମତା ୨ ଲିଟର ଓ ମାଇଲେଜ୍ ୯୨ କିମି ରହିଛି। ବିଭିନ୍ନ ସ୍ଥାନକୁ ନେଇ ଏହାର ମୂଲ୍ୟ ୫୫ ହଜାରରୁ ୬୪ ହଜାର ଟଙ୍କା ମଧ୍ୟରେ ସୀମିତ ରହିଛି।

ବଜାଜ୍ ପ୍ଲାଟିନା: ଏଥିରେ ୧୦୨ ସିସି ଇଞ୍ଜିନ ରହିଛି, ଯାହା ୭.୯PS ପାଓ୍ୱାର ଏବଂ ୮.୩୪ NM torque ଜେନେରେଟ କରିଥାଏ। ଏଥିରେ ୪ ସ୍ପିଡ୍ ଗିଅର ବକ୍ସ ସୁବିଧା ରହିଛି। ବାଇକ୍‌ଟିର ଫ୍ୟୁଲ୍ ଟ୍ୟାଙ୍କ୍ କ୍ଷମତା ୧୧ ଲିଟର, ରିଜର୍ଭ ଟ୍ୟାଙ୍କ୍ ୨ ଲିଟର ସହିତ ବାଇକ୍‌ଟି ୯୦ କିମି ପର୍ଯ୍ୟନ୍ତ ମାଇଲେଜ୍‌ ଦେଇଥାଏ। ବିଭିନ୍ନ ସ୍ଥାନ ଅନୁଯାୟୀ ଏହାର ମୂଲ୍ୟ ୫୦ ହଜାର ମଧ୍ୟରେ ସୀମିତ ରହିଛି।  ,

ହୋଣ୍ଡା ଲିଭୋ: ଏହି ବାଇକ୍‌ରେ ୧୦୯.୨ ସିସି ଇଞ୍ଜିନ ଦିଆଯାଇଛି। ୮.୩୧ BHP ପାଓ୍ୱାର ଏବଂ ୯.୦୯ NM torque ଜେନେରେଟ କରିବାର କ୍ଷମତା ରହିଛି। ଏହାର ଫ୍ୟୁଲ୍‌ ଟ୍ୟାଙ୍କ୍ କ୍ଷମତା ୮.୫ ଲିଟର, ରିଜର୍ଭ ଟ୍ୟାଙ୍କ୍ ୨ ଲିଟର, ମାଇଲେଜ ୭୪ କିମି ରଖାଯାଇଛି। ବିଭିନ୍ନ ବଜାରକୁ ନେଇ ଏହାର ମୂଲ୍ୟ ୬୦ ହଜାର ଟଙ୍କା ମଧ୍ୟରେ ରହିଛି।

ବଜାଜ୍‌ ସିଟି 100: ଏଥିରେ ୧୦୨ ସିସି ଇଞ୍ଜିନ ୭.୭ PS ପାୱାର ଏବଂ ୮.୨୪ NM torque ଜେନେରେଟ୍ କରିବାର କ୍ଷମତା ରଖିଛି। ଏହାର ଫ୍ୟୁଲ୍ ଟ୍ୟାଙ୍କ୍ କ୍ଷମତା ୧୦.୫ ଲିଟର,ରିଜର୍ଭ କ୍ଷମତା ୨ ଲିଟର ମାଇଲେଜ୍ ୮୯.୪ କିଲୋମିଟର ରହିଛି । ବିଭିନ୍ନ ସ୍ଥାନକୁ ନେଇ ଏହାର ମୂଲ୍ୟ ୩୨ ହଜାରରୁ ୪୫ ହଜାର ଟଙ୍କା ମଧ୍ୟରେ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story