ଡିଜେକୁ ଟପିବ ଏଲଜିର ନୂଆ ସ୍ମାର୍ଟଫୋନ୍

ନୂଆଦିଲ୍ଲୀ: ଏଲଜି ଏବେ ଏପରି ଏକ ମ୍ୟୁଜିକ୍ ସ୍ମାର୍ଟଫୋନ୍ ବଜାରକୁ ଆଣିଛି ଯାହା ଡିଜେ ଠାରୁ କିଛି କମ୍ ନୁହେଁ। କମ୍ପାନୀ ଏହି ମ୍ୟୁଜିକ୍ ସ୍ମାର୍ଟଫୋନର ନାମ ଏଲଜି ବ୍ରାଣ୍ଡ୍ ପ୍ଲେ ରଖିଛି। କମ୍ପାନୀ ଏହି ଫୋନରେ ସବୁଠାରୁ  ଭଲ ସ୍ପିକର ଲଗାଇଥିବା ଦାବି କରିଛି। ଏହାବ୍ୟତୀତ ଏଲଜି କ୍ୱାଟବିଟ୍ ୩ଟି ଇୟର ଫୋନ୍ ଦେଇଛି। ଏହି ଫୋନରେ ଫୋକସ୍ ନାମକ ଏକ ଟେକନୋଲୋଜି ଦିଆଯାଇଛି । ଏହାକୁ ଅନ୍ କରିବା ଦ୍ୱାରା ଫୋନରେ ମ୍ୟୁଜିକ୍ ଚାଲିବ […]

the-lg-band-play4

the-lg-band-play4

Rakesh Mallick
  • Published: Thursday, 25 June 2015
  • Updated: 25 June 2015, 12:31 PM IST

ନୂଆଦିଲ୍ଲୀ: ଏଲଜି ଏବେ ଏପରି ଏକ ମ୍ୟୁଜିକ୍ ସ୍ମାର୍ଟଫୋନ୍ ବଜାରକୁ ଆଣିଛି ଯାହା ଡିଜେ ଠାରୁ କିଛି କମ୍ ନୁହେଁ। କମ୍ପାନୀ ଏହି ମ୍ୟୁଜିକ୍ ସ୍ମାର୍ଟଫୋନର ନାମ ଏଲଜି ବ୍ରାଣ୍ଡ୍ ପ୍ଲେ ରଖିଛି। କମ୍ପାନୀ ଏହି ଫୋନରେ ସବୁଠାରୁ  ଭଲ ସ୍ପିକର ଲଗାଇଥିବା ଦାବି କରିଛି। ଏହାବ୍ୟତୀତ ଏଲଜି କ୍ୱାଟବିଟ୍ ୩ଟି ଇୟର ଫୋନ୍ ଦେଇଛି। ଏହି ଫୋନରେ ଫୋକସ୍ ନାମକ ଏକ ଟେକନୋଲୋଜି ଦିଆଯାଇଛି । ଏହାକୁ ଅନ୍ କରିବା ଦ୍ୱାରା ଫୋନରେ ମ୍ୟୁଜିକ୍ ଚାଲିବ ଏବଂ କଲ୍ ଆସିଲେ ମଧ୍ୟ ତାହା ବନ୍ଦ ହେବ ନାହିଁ।

ଏହି ଏଲଜି ବ୍ରାଣ୍ଡ୍ ପ୍ଲେ ସ୍ମାର୍ଟଫୋନର ସବୁଠାରୁ ଖାସ୍ ବିଷୟ ହେଉଛି ଏଥିରେ ୧ୱାଟର ସ୍ପିକର ରହିଛି । ସେଥିପାଇଁ ଏହି ମୋବାଇଲରେ ଖୁବ୍ ଜୋରରେ ମ୍ୟୁଜିକ୍ ବାଜିଥାଏ। ଏହାବ୍ୟତୀତ କମ୍ପାନୀ ତରଫରୁ ଏଲଜି କ୍ୱାଦବିଟ୍ ୩ ଇୟର ଫୋନ୍ ଦିଆଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos