୨୯ରୁ ଫ୍ଲିପ୍‌କାର୍ଟ ‘ବିଗ୍‌ ବିଲିୟନ୍‌ ଡେଜ୍‌’ ସେଲ୍‌, ରିହାତିରେ ମିଳିବ ମୋବାଇଲ୍‌ ଫୋନ୍‌

ନୂଆଦିଲ୍ଲୀ: ସେପ୍ଟେମ୍ବର ୨୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଫ୍ଲିପ୍‌କାର୍ଟ ‘ବିଗ୍‌ ବିଲିୟନ୍‌ ଡେଜ୍‌’ ସେଲ୍‌। ୨୯ ତାରିଖରୁ ଅକ୍ଟୋବର ୪ ତାରିଖ ଯାଏ ଏହା ଚାଲିବ। ଏହି ସେଲ୍‌ରେ ଇ-କମର୍ସ କମ୍ପାନୀ ଦ୍ୱାରା ICICI କ୍ରେଡିଟ୍ କାର୍ଡ ଓ ଆକ୍ସିସ୍ ବ୍ୟାଙ୍କ କ୍ରେଡିଟ୍‌ କାର୍ଡରେ ୧୦ ପ୍ରତିଶତ ଇନ୍‌ଷ୍ଟାଣ୍ଟ ଡିସ୍‌କାଉଣ୍ଟ୍‌ ମିଳିବ। ଯେଉଁ ସ୍ମାର୍ଟଫୋନ୍‌ଗୁଡ଼ିକରେ ରିହାତି ଦିଆଯିବ ସେଗୁଡ଼ିକ ମଧ୍ୟରେ ରହିଛି Samsung Galaxy S9+, Realme 3 Pro, Motorola One Vision ଓ […]

sale

sale

Chinmayee Roy
  • Published: Thursday, 19 September 2019
  • Updated: 19 September 2019, 02:21 PM IST

Sports

Latest News

ନୂଆଦିଲ୍ଲୀ: ସେପ୍ଟେମ୍ବର ୨୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଫ୍ଲିପ୍‌କାର୍ଟ ‘ବିଗ୍‌ ବିଲିୟନ୍‌ ଡେଜ୍‌’ ସେଲ୍‌। ୨୯ ତାରିଖରୁ ଅକ୍ଟୋବର ୪ ତାରିଖ ଯାଏ ଏହା ଚାଲିବ।

ଏହି ସେଲ୍‌ରେ ଇ-କମର୍ସ କମ୍ପାନୀ ଦ୍ୱାରା ICICI କ୍ରେଡିଟ୍ କାର୍ଡ ଓ ଆକ୍ସିସ୍ ବ୍ୟାଙ୍କ କ୍ରେଡିଟ୍‌ କାର୍ଡରେ ୧୦ ପ୍ରତିଶତ ଇନ୍‌ଷ୍ଟାଣ୍ଟ ଡିସ୍‌କାଉଣ୍ଟ୍‌ ମିଳିବ। ଯେଉଁ ସ୍ମାର୍ଟଫୋନ୍‌ଗୁଡ଼ିକରେ ରିହାତି ଦିଆଯିବ ସେଗୁଡ଼ିକ ମଧ୍ୟରେ ରହିଛି Samsung Galaxy S9+, Realme 3 Pro, Motorola One Vision ଓ Redmi Note 7S।

ଏହି ସେଲ୍‌ରେ ଗ୍ରାହକ Samsung Galaxy S9+କୁ ୩୪ ହଜାର ୯୯୯ ଟଙ୍କା ଓ Realme 3 Proକୁ ୧୧ ହଜାର ୯୯୯ ଟଙ୍କାରେ କିଣି ପାରିବେ। ସେହିପରି Motorola One Visionରେ ୫ହଜାର ଟଙ୍କାର ରିହାତି ମିଳିବ। ଫଳରେ ଗ୍ରାହକ ଏହାକୁ ୧୪ ହଜାର ୯୯୯ ଟଙ୍କାରେ କିଣି ପାରିବେ। ଏହି ଫୋନ୍‌ଟିକୁ ୧୯ ହଜାର ୯୯୯ ଟଙ୍କାରେ ଲଞ୍ଚ୍‌ କରାଯାଇଥିଲା।

ଫ୍ଲିପ୍‌କାର୍ଟର ମୋବାଇଲ୍‌ ଡିଲ୍ସ ପେଜ୍‌ରେ Redmi Note 7S(4GB)ରେ ମଧ୍ୟ ଡିସ୍‌କାଉଣ୍ଟ୍‌ ଥିବା ସୂଚନା ଦିଆଯାଇଛି। ହେଲେ କେତେ ରିହାତି ମିଳିବ ସେ ସମ୍ପର୍କରେ କିଛି ଲେଖା ହୋଇନାହିଁ। ଆସନ୍ତାକାଲି ଫ୍ଲିପ୍‌କାର୍ଟ ଏହି ସେଲ୍‌ର ଘୋଷଣା କରିବ।  ଏହା ପରେ ଇ-କମର୍ସ କମ୍ପାନୀ ଦ୍ୱାରା ପ୍ରତିଦିନ ମୋବାଇଲ୍‌ ଡିଲ୍ସ ଅନ୍‌ଲକ୍‌ କରାଯିବ। ଏଥିରେ Apple, Xiaomi, Realme, Oppo, Vivo, Google ଓ Infinix ପରି କମ୍ପାନୀର ସ୍ମାର୍ଟଫୋନ୍‌ ସହ ଅନ୍ୟାନ୍ୟ ଇଲେକଟ୍ରୋନିକ୍‌ ସାମଗ୍ରୀରେ ମଧ୍ୟ ବିଶେଷ ରିହାତି ଅଫର୍ ମିଳିବ।

‘ବିଗ୍‌ ବିଲିୟନ୍‌ ଡେଜ୍‌’ ସେଲ୍‌ରେ ଯେଉଁ ସ୍ମାର୍ଟଫୋନ୍‌ଗୁଡ଼ିକରେ ରିହାତି ଦିଆଯିବ ସେଗୁଡ଼ିକ ମଧ୍ୟରେ Redmi K20 Pro, Asus 6Z, Oppo Reno 2z, Pixel 3a, Redmi Note 7 Pro, Realme 5, Oppo F11 Pro, Redmi 7A ଓ Realme C2 ରହିଛି। ଏହା ବ୍ୟତୀତ ଫ୍ଲିପ୍‌କାର୍ଟ ପ୍ଲସ୍ ୟୁଜରଙ୍କୁ ୪ ଘଣ୍ଟା ପୂର୍ବରୁ ଏହି ସେଲ୍‌ର ଆକ୍ସେସ୍ ଦିଆଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story