Galaxy S7 ଉପରେ ଲାଗିଲା ୧୬ ହଜାର ଟଙ୍କାର ଡିସ୍‌କାଉଣ୍ଟ, ଆଜି ଶେଷ ଦିନ

ନୂଆଦିଲ୍ଲୀ: ସାମସଙ୍ଗ ମୋବାଇଲ ସେଲ ପାଇଁ ଇ-କମର୍ଶ ୱେବସାଇଟ୍‌ ଫ୍ଲିପକାର୍ଟ ପକ୍ଷରୁ ୩ଦିନିଆ ଅଫର ଚାଲିଛି। ଏହାକୁ କମ୍ପାନୀ ପକ୍ଷରୁ ସାମସଙ୍ଗ ମୋବାଇଲ ଫେଷ୍ଟ ବୋଲି ଘୋଷଣା କରାଯାଇଛି।  ସବୁଠୁ ଭଲ ଅଫର Galaxy S7 ଉପରେ ଅଛି । ଏହି ସେଟ୍‌କୁ ଆପଣ ୨୯,୯୯୦ ଟଙ୍କାରେ କିଣିପାରିବେ।  ଏହାର ପ୍ରକୃତ ମୂଲ୍ୟ  ୪୬,୦୦୦ ଟଙ୍କା ହୋଇଥିବା ବେଳେ ଫ୍ଲିପକାର୍ଟ ପକ୍ଷରୁ ୧୬,୦୧୦ ଟଙ୍କା ରିହାତି ଦିଆଯାଉଛି। ଏହି ଅଫରର ଶେଷ ଦିନ ଆଜି ଅର୍ଥାତ ୦୮.୧୧.୨୦୧୭ […]

galaxy

galaxy

Rakesh Mallick
  • Published: Wednesday, 08 November 2017
  • Updated: 08 November 2017, 04:30 PM IST

Sports

Latest News

ନୂଆଦିଲ୍ଲୀ: ସାମସଙ୍ଗ ମୋବାଇଲ ସେଲ ପାଇଁ ଇ-କମର୍ଶ ୱେବସାଇଟ୍‌ ଫ୍ଲିପକାର୍ଟ ପକ୍ଷରୁ ୩ଦିନିଆ ଅଫର ଚାଲିଛି। ଏହାକୁ କମ୍ପାନୀ ପକ୍ଷରୁ ସାମସଙ୍ଗ ମୋବାଇଲ ଫେଷ୍ଟ ବୋଲି ଘୋଷଣା କରାଯାଇଛି।  ସବୁଠୁ ଭଲ ଅଫର Galaxy S7 ଉପରେ ଅଛି । ଏହି ସେଟ୍‌କୁ ଆପଣ ୨୯,୯୯୦ ଟଙ୍କାରେ କିଣିପାରିବେ।  ଏହାର ପ୍ରକୃତ ମୂଲ୍ୟ  ୪୬,୦୦୦ ଟଙ୍କା ହୋଇଥିବା ବେଳେ ଫ୍ଲିପକାର୍ଟ ପକ୍ଷରୁ ୧୬,୦୧୦ ଟଙ୍କା ରିହାତି ଦିଆଯାଉଛି। ଏହି ଅଫରର ଶେଷ ଦିନ ଆଜି ଅର୍ଥାତ ୦୮.୧୧.୨୦୧୭ ରହିଛି।

ଏଥିସହ ଆପଣ ଚାହିଁ ଏକ୍ସଚେଞ୍ଜ ଅଫରରେ ‌ଅର୍ଥାତ ୨୪,୯୯୦ ଟଙ୍କା ଦେଇ ଏହି ଫୋନ୍ ନେଇପାରିବେ। ଯଦି ଆପଣ ଏହି ଫୋନକୁ ଇଏମଆଇ ମାଧ୍ୟମରେ ନେବେ ତେବେ ଆପଣଙ୍କୁ କୌଣସି ଅଧିକ ଦେୟ ଦେବାକୁ ପଡ଼ିବ ନାହିଁ।  ଏହି ଫୋନ୍‌ରେ ଏରିନା ରହିଛି (IP68)। ସେହିପରି ଫୋନ୍‌ର ଡିସପ୍ଲେ ମାନ ମଧ୍ୟ ଉନ୍ନତଧରଣର। ଏହାର ଡିସପ୍ଲେ ୫.୧ ଇଞ୍ଚ ଆସିବ। ଫୋନର ବ୍ୟାଟେରୀ ୩୦୦୦ ଏମଏଚ୍‌, ୧୨ ଏମପି ଡ୍ୟୁଆଲ ପିକ୍ସେଲ କ୍ୟାମେରା, ୫ ଏମପି ଫ୍ରଣ୍ଟ କ୍ୟାମେରା, ୪ଜିବି ରାମ, ୩୨ଜିବି ଇଣ୍ଟରନାଲ ଷ୍ଟୋରେଜ୍‌, ୪ଜି ଭୋଲଟି  ସପୋର୍ଟ ଏବଂ  aperture f/1.7  ସୁବିଧା ଉପଲବ୍ଧ।

ଆହୁରି ମଧ୍ୟ ପଢନ୍ତୁ: ଘରେ ବସି ନିଜ ମୋବାଇଲ ନମ୍ବରକୁ କେମିତି କରିବେ ଆଧାର ଲିଙ୍କ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos