ଏହି ବ୍ୟାଙ୍କ୍ ଗ୍ରାହକଙ୍କ ପାଇଁ ୧୬ ଅକ୍ଟୋବରରେ ଲାଗିବ ଝଟକା

ନୂଆଦିଲ୍ଲୀ: ଦେଶର ଅଗ୍ରଣୀ ଘରୋଇ ବ୍ୟାଙ୍କ୍ ସେବା ଯୋଗାଉଥିବା ଆଇସିଆଇସିଆଇ ବ୍ୟାଙ୍କ ଜୀରୋ ଆକାଉଣ୍ଟ ଗ୍ରାହକଙ୍କୁ ଝଟକା ଦେଇଛି। ଯାହାକି ଆଗାମୀ ଦିନରେ ଏହି ଗ୍ରାହକଙ୍କ ପାଇଁ ସମସ୍ୟା ଉପୁଜିବାକୁ ଯାଉଛି। ଅଧିକରୁ ଅଧିକ ଡିଜିଟାଲ ଟ୍ରାଞ୍ଜାକସନ କରିବା ପାଇଁ ବ୍ୟାଙ୍କ କର୍ତ୍ତୃପକ୍ଷ ଏଭଳି ନିଷ୍ପତ୍ତି ନେଇଛି ବୋଲି ଜଣାପଡ଼ିଛି। ୧୬ ଅକ୍ଟୋବରରୁ ବ୍ୟାଙ୍କ କର୍ତ୍ତୃପକ୍ଷ ଏହି ନୂଆ ନିୟମ ଲାଗୁ କରିବାକୁ ଯାଉଛନ୍ତି। ଆଇସିଆଇସିଆଇ ବ୍ୟାଙ୍କ କହିଛି ଯେଉଁମାନଙ୍କର ଜୀରୋ ସେଭିଙ୍ଗସର ଆକାଉଣ୍ଟ ରହିଛି ସେହି […]

bank

bank

Subhransu Sekhar
  • Published: Sunday, 15 September 2019
  • Updated: 15 September 2019, 05:57 PM IST

Sports

Latest News

ନୂଆଦିଲ୍ଲୀ: ଦେଶର ଅଗ୍ରଣୀ ଘରୋଇ ବ୍ୟାଙ୍କ୍ ସେବା ଯୋଗାଉଥିବା ଆଇସିଆଇସିଆଇ ବ୍ୟାଙ୍କ ଜୀରୋ ଆକାଉଣ୍ଟ ଗ୍ରାହକଙ୍କୁ ଝଟକା ଦେଇଛି। ଯାହାକି ଆଗାମୀ ଦିନରେ ଏହି ଗ୍ରାହକଙ୍କ ପାଇଁ ସମସ୍ୟା ଉପୁଜିବାକୁ ଯାଉଛି। ଅଧିକରୁ ଅଧିକ ଡିଜିଟାଲ ଟ୍ରାଞ୍ଜାକସନ କରିବା ପାଇଁ ବ୍ୟାଙ୍କ କର୍ତ୍ତୃପକ୍ଷ ଏଭଳି ନିଷ୍ପତ୍ତି ନେଇଛି ବୋଲି ଜଣାପଡ଼ିଛି। ୧୬ ଅକ୍ଟୋବରରୁ ବ୍ୟାଙ୍କ କର୍ତ୍ତୃପକ୍ଷ ଏହି ନୂଆ ନିୟମ ଲାଗୁ କରିବାକୁ ଯାଉଛନ୍ତି।

ଆଇସିଆଇସିଆଇ ବ୍ୟାଙ୍କ କହିଛି ଯେଉଁମାନଙ୍କର ଜୀରୋ ସେଭିଙ୍ଗସର ଆକାଉଣ୍ଟ ରହିଛି ସେହି ଆକାଉଣ୍ଟରେ କୌଣସି ଶାଖାରେ ଟଙ୍କା ଡିପୋଜିଟ୍ କଲେ କିମ୍ୱା ଏଟିଏମ୍ ଦ୍ୱାରା ଟଙ୍କା ଡିପୋଜିଟ୍ କଲେ ୧୦ରୁ ୧୨୫ ଟଙ୍କା ପ୍ରତି ଟ୍ରାଞ୍ଜାକସନ ପିଛା ଦେବାକୁ ପଡ଼ିବ।

ମିଡିଆ ରିପୋର୍ଟସ ଅନୁଯାୟୀ ଆଇସିଆଇସିଆଇ ବ୍ୟାଙ୍କ ଶୁକ୍ରବାର ରାତିରେ ତାର ଗ୍ରାହକଙ୍କ ପାଇଁ ଏହି ନୋଟିସ୍ ଜାରି କରିଛି। ଗ୍ରାହକଙ୍କୁ ଅଧିକ ଡିଜିଟାଲ ଟ୍ରାଞ୍ଜାକସନ କରାଇବା ପାଇଁ ବ୍ୟାଙ୍କ କତ୍ତୃପକ୍ଷ ଏପରି ନିଷ୍ପତ୍ତି ନେଇଛନ୍ତି।

ବ୍ୟାଙ୍କ କହିଛି ଦେଶ ଏବେ ଡିଜିଟାଲ ମୁହାଁ ଅଗ୍ରସର ହେଉଛି। ଏଥିପାଇଁ ମୋବାଇଲ ଏବଂ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ ଦ୍ୱାରା ହେଉଥିବା ଏନଇଏଫଟି, ଆରଟିଜିଏସ ଏବଂ ୟୁପିଆଇ ଟ୍ରାଞ୍ଜାକସନ ଉପରେ ଗ୍ରାହକଙ୍କୁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ।

ସୂଚନାଯୋଗ୍ୟ, ଆଇସିଆଇସିଆଇ ବ୍ୟାଙ୍କର ଯେକୌଣସି ଶାଖାରୁ ୧୦ ହଜାର ଟଙ୍କାରୁ ୧୦ ଲକ୍ଷ ଟଙ୍କା ମଧ୍ୟରେ ଏନଇଏଫଟି ଟ୍ରାଜ୍ଞାକସନ କଲେ ୨.୨୫ ପଇସାରୁ ୨୪.୭୫ ପଇସା ଦେବାକୁ ପଡ଼ୁଥିଲା। ସେହିପରି ଆରଟିଜିଏସ ଟ୍ରାଞ୍ଜାକସନ କଲେ ୨୦ରୁ ୪୫ ଟଙ୍କା ଦେବାକୁ ପଡ଼ୁଥିଲା ଜିଏସଟି ସହିତ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story