ନୂଆ ଅବତାରରେ ଆସିଲା ମହିନ୍ଦ୍ରା ଏକ୍ସୟୁଭି୫୦୦

ନୂଆଦିଲ୍ଲୀ: ଦୀର୍ଘ ଦିନର ଅପେକ୍ଷା ପରେ ଭାରତରେ ନୂଆ ରୂପରେ ଲଞ୍ଚ୍ ହୋଇଛି ମହିନ୍ଦ୍ରାର ଏକ୍ସୟୁଭି୫୦୦। ଏହାର ଦାମ୍ ୧୧.୨୧ ଲକ୍ଷରୁ ଆରମ୍ଭ କରି ୧୪.୯୯ ଲକ୍ଷ ରହିଛି। ନୂଆ ମହିନ୍ଦ୍ରା ଏକ୍ସୟୁଭି୫୦୦ ନୂଆ ଡିଜାଇନ ଓ ନୂଆ ବ୍ୟବସ୍ଥା ସହିତ ବଜାରକୁ ଓହ୍ଲାଇଛି। ଏହାର ଆଗ ଓ ପଛ ବମ୍ପରକୁ ନୂଆ ରୂପ ଦିଆଯାଇଛି। ଏହା ସହିତ ଗାଡ଼ିର ହେଡଲାଇଟକୁ ବି ନୂଆ ଡିଜାଇନ୍ ଦିଆଯିବ। ଝଡ଼ ତୋଫାନ ବେଳେ ବ୍ୟବହାର ପାଇଁ ଏକ ସ୍ୱତନ୍ତ୍ର […]

xuv500

xuv500

Rakesh Mallick
  • Published: Tuesday, 26 May 2015
  • Updated: 26 May 2015, 12:16 PM IST

Sports

Latest News

ନୂଆଦିଲ୍ଲୀ: ଦୀର୍ଘ ଦିନର ଅପେକ୍ଷା ପରେ ଭାରତରେ ନୂଆ ରୂପରେ ଲଞ୍ଚ୍ ହୋଇଛି ମହିନ୍ଦ୍ରାର ଏକ୍ସୟୁଭି୫୦୦। ଏହାର ଦାମ୍ ୧୧.୨୧ ଲକ୍ଷରୁ ଆରମ୍ଭ କରି ୧୪.୯୯ ଲକ୍ଷ ରହିଛି।

ନୂଆ ମହିନ୍ଦ୍ରା ଏକ୍ସୟୁଭି୫୦୦ ନୂଆ ଡିଜାଇନ ଓ ନୂଆ ବ୍ୟବସ୍ଥା ସହିତ ବଜାରକୁ ଓହ୍ଲାଇଛି। ଏହାର ଆଗ ଓ ପଛ ବମ୍ପରକୁ ନୂଆ ରୂପ ଦିଆଯାଇଛି। ଏହା ସହିତ ଗାଡ଼ିର ହେଡଲାଇଟକୁ ବି ନୂଆ ଡିଜାଇନ୍ ଦିଆଯିବ। ଝଡ଼ ତୋଫାନ ବେଳେ ବ୍ୟବହାର ପାଇଁ ଏକ ସ୍ୱତନ୍ତ୍ର ପ୍ରକାରର ଲାଇଟ୍ ଲଗାଯାଇଛି।  ସେହିଭଳି ନୂଆ ରୂପରେ ଆସିଥିବା ଏକ୍ସୟୁଭି୫୦୦କୁ ଦୁଇଟି ନୂଆ ରଙ୍ଗରେ ମଧ୍ୟ ଦେଖିବାକୁ ମିଳିଛି। ସେ ଦୁଇଟି ହେଉଛି- ପର୍ଲ ହ୍ୱାଇଟ୍ ଓ ସନସେଟ୍ ଅରେଞ୍ଜ୍। ଗାଡ଼ିଟିର ବାହ୍ୟ ସହିତ ଭିତର ଡିଜାଇନରେ ବି ପରିବର୍ତ୍ତନ କରାଯାଇଛି। ଭିତରେ ବ୍ୟବହାର କରାଯାଇଥିବା ପ୍ଲାଷ୍ଟିକର ମାନ ପୂର୍ବ ଅପେକ୍ଷା ଆହୁରି ଉନ୍ନତମାନର। ଏଣ୍ଟରଟେନମେଣ୍ଟ୍ ପାଇଁ ବି ଖାସ୍ ଧ୍ୟାନ ଦିଆଯାଇଛି ଏଥିରେ। ସେଥିପାଇଁ ଏକ ବଡ଼ ଟଚ୍ ସ୍କ୍ରିନ୍ ବି ଲଗାଯାଇଛି। ରିଭର୍ସ ପାକିଂ କ୍ୟାମେରା ଓ ଗାଇଡ୍ ଲାଇନ୍ ସେନ୍ସର ଲଗାଯାଇଛି। ଏହାର ଇଂଜିନ୍ ୨.୨ ଲିଟର ବିଶିଷ୍ଟ ହୋଇଥିବା ବେଳେ ଏହା ୧୪୦ପିଏସ୍ ଶକ୍ତି ଦେବାରେ ସକ୍ଷମ ହୋଇଥାଏ।

ବର୍ତ୍ତମାନ ବଜାରରେ ଏହାର ବିଭିନ୍ନ ଭେରାଇଟ୍ ଉପଲବ୍ଧ ହେବ, ଯେପରିକି ଡବ୍ଲ୍ୟୁ୬, ଡବ୍ଲ୍ୟୁ୮ ଓ ଡବ୍ଲ୍ୟୁ୮ ଏଡବ୍ଲ୍ୟୁଡି। ଏହା ବ୍ୟତୀତ ଆଉ ଦୁଇଟି ନୂଆ ଭେରାଇଟି ମଧ୍ୟ ବଜାରକୁ ଛଡ଼ା ଯାଇଛି। ସେଗୁଡ଼ିକ ହେଉଛି ଡବ୍ଲ୍ୟୁ ୧୦ ଓ ଡବ୍ଲ୍ୟୁ୧୦ ଏଡବ୍ଲ୍ୟୁଡ଼ି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story