ତେଲ ପାଇଁ କେନ୍ଦ୍ର ଓ ରାଜ୍ୟର ମିଛ ଚିତ୍କାର: ଜାଣନ୍ତୁ କିଏ ଲୁଟୁଛି କେତେ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ତେଲ ଦର ବଢିବାକୁ ନେଇ ରାଜନୀତି ଆରମ୍ଭ ହୋଇଛି। ଏହାର ପ୍ରତିବାଦରେ ଆଜି ବିଜେଡି ୫ ଘଣ୍ଟିଆ ହର୍‌ତାଳ କରି କେନ୍ଦ୍ରକୁ ଟାର୍ଗେଟ କରିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପେଟ୍ରୋଲ ଓ ଡିଜେଲ ଜିଏସ୍‌ଟିରୁ ବାଦ ଦିଆଯାଇଥିବାରୁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ୮୪ ପ୍ରତିଶତ ଟିକସ ନେଉଛନ୍ତି। ସେଥିରୁ କେନ୍ଦ୍ର ୫୮ ପ୍ରତିଶତ ଏକ୍ସସାଇଜ ଟାକ୍ସ ଓ ରାଜ୍ୟ ୨୬ ପ୍ରତିଶତ ଭାଟ ନେଉଛି। ଏହି ସବୁ ଟିକସ […]

diesel_petrol

diesel_petrol

Rakesh Mallick
  • Published: Monday, 18 September 2017
  • Updated: 18 September 2017, 08:11 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ତେଲ ଦର ବଢିବାକୁ ନେଇ ରାଜନୀତି ଆରମ୍ଭ ହୋଇଛି। ଏହାର ପ୍ରତିବାଦରେ ଆଜି ବିଜେଡି ୫ ଘଣ୍ଟିଆ ହର୍‌ତାଳ କରି କେନ୍ଦ୍ରକୁ ଟାର୍ଗେଟ କରିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପେଟ୍ରୋଲ ଓ ଡିଜେଲ ଜିଏସ୍‌ଟିରୁ ବାଦ ଦିଆଯାଇଥିବାରୁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ୮୪ ପ୍ରତିଶତ ଟିକସ ନେଉଛନ୍ତି। ସେଥିରୁ କେନ୍ଦ୍ର ୫୮ ପ୍ରତିଶତ ଏକ୍ସସାଇଜ ଟାକ୍ସ ଓ ରାଜ୍ୟ ୨୬ ପ୍ରତିଶତ ଭାଟ ନେଉଛି। ଏହି ସବୁ ଟିକସ ଗରିବ ଓ ଖଟିଖିଆଙ୍କ ପକେଟରୁ ଯାଉଛି।

ଅଶୋଧିତ ପେଟ୍ରୋଲ ଦାମ୍‌ କେତେ ଅଛି?

ଆମେରିକୀୟ ଡଲାର ଅନୁସାରେ ଅଶୋଧିତ ପେଟ୍ରୋଲ ବ୍ୟାରେଲ ପିଛା ୬୮ ଡଲାର ରହିଛି। ସେହିପରି ଡିଜେଲର ବ୍ୟାରେଲ ପିଛି ୬୭ ଡଲାର ରହିଛି। ତିନିମାସରେ ଉଭୟ ପେଟ୍ରୋଲ ଓ ଡିଜେଲର ଦାମ ୨୦ ପ୍ରତିଶତ ବଢିଥିବାରୁ ଅଶୋଧିତ ପେଟ୍ରୋଲ ୫୬ ଡଲାର ଓ ଡିଜେଲ ଦର ୫୭ ଡଲାର ରହିଛି। ଏବେ ଭୁବନେଶ୍ୱରରେ ପଟ୍ରୋଲ ଲିଟର ପିଛା ୬୯ ଟଙ୍କା ୩୫ ପଇସାରେ ବିକ୍ରି ହେଉଛି। ସେହିପରି ଡିଜେଲ ଲିଟର ପିଛା ୬୩ ଟଙ୍କା ୧୦ ପଇସାରେ ବିକ୍ରି ହେଉଛି।

କିଏ କେତେ ନେଉଛି?

ଅଶୋଧିତ ତୈଳ ବିଶୋଧନ ପରେ ବଜାରକୁ ଆସୁଥିବାରୁ ପେଟ୍ରୋଲର ଦାମ ୨୭ ଟଙ୍କା ୯୩ ପଇସା ରହୁଛି। ଏହା ଉପରେ କେନ୍ଦ୍ରର ଓ ରାଜ୍ୟ ସରକାର ଟିକସ ନେଉଛନ୍ତି। ବିଶୋଧିତ ପେଟ୍ରୋଲ ୨୭ ଟଙ୍କା ୯୩ ଉପରେ ମାର୍କେଟିଂ ଓ ଟ୍ରାନ୍ସପୋର୍ଟ ୨ ଟଙ୍କା  ୭୫ ପଇସା, ଡିଲର ମାର୍ଜିନ ୩ ଟଙ୍କା ୨୪ ପଇସା, କେନ୍ଦ୍ରର ଏକସାଇଜ୍‌ ଟିକସ ୨୧ ଟଙ୍କା ୪୮ ପଇସା ଓ ରାଜ୍ୟ ସରକାରଙ୍କ ଭାଟ ୧୩ ଟଙ୍କା ୬୪ ପଇସା ଲାଗୁଛି। ସବୁ ମିଶି ଆମକୁ ଦେବାକୁ ପଡୁଛି ୬୯ ଟଙ୍କା ୩୫ ପଇସା।

ସେହିପରି ବିଶୋଧିତ ଡିଜେଲର ଲିଟରର ଦାମ ୨୮ ଟଙ୍କା ୦୬ ପଇସା ରହିଛି। ମାର୍କେଟିଂ ମାର୍ଜିନ ଓ ଟ୍ରାନ୍ସପୋର୍ଟ କଷ୍ଟ ୨ ଟଙ୍କା ୬୫ ପଇସା, କେନ୍ଦ୍ରର ଏକସାଇଜ ଟିକସ ୧୭ ଟଙ୍କା ୩୩ ପଇସା, ରାଜ୍ୟ ସରକାର ଭାଟ୍‌ ନେଉଛି ୧୨ ଟଙ୍କା ୫୭ ପଇସା ଏବଂ ଡିଲର ମାର୍ଜିନ ୨ ଟଙ୍କା ୧୯ ମିଶାଇଲେ ଆମକୁ ଦେବାକୁ ପଡୁଛି ୬୩ ଟଙ୍କା ୧୦ ପଇସା।

ଜିଏସ୍‌ଟି ଅନ୍ତର୍ଭୁକ୍ତ ନ କରିବା ପଛର ଅସଲ ଉଦ୍ଦେଶ୍ୟ

ପେଟ୍ରୋଲିୟମ ପଦାର୍ଥ ଜିଏସ୍‌ଟି ପରିସର ହୋଇନି। ତେଣୁ ଟାକ୍ସ ଆକାରରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ୩୦ରୁ ୩୪ ଟଙ୍କା ଅଧିକ ନେଉଛନ୍ତି। ଜିଏସ୍‌ଟି ଲାଗୁ ହେଲେ ପେଟ୍ରୋଲ ଆମକୁ ୩୯ରୁ ୪୦ ଟଙ୍କା ପଡିବ। ଏଥିପାଇଁ କେନ୍ଦ୍ର ଓ ରାଜ୍ୟ ବେଶୀ ଟିକସ ପାଇବେ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story