ଏୟାରଟେଲ ଆଣିଲା ନୂଆ ପ୍ଲାନ୍‌ : ମିଳିବ ଅସୀମିତ ଫ୍ରି କଲ, ୭୦ ଜିବି ଡାଟା  

ନୂଆଦିଲ୍ଲୀ: ଭାରତର ଅଗ୍ରଣୀ ଟେଲିକମ କମ୍ପାନୀ ଏୟାରଟେଲ ପକ୍ଷରୁ ଦୁଇଟି ନୂଆ ପ୍ଲାନ୍‌ ଲଞ୍ଚ କରାଯାଇଛି। କେବଳ ପୋଷ୍ଟ ପେଡ ନୁହେଁ  ପ୍ରିପେଡ ପାଇଁ ମଧ୍ୟ କମ୍ପାନୀ ପକ୍ଷରୁ ସ୍କିମ ଘୋଷଣା କରାଯାଇଛି।  ପୋଷ୍ଟ ପେଡ୍ ଗ୍ରାହକଙ୍କ ପାଇଁ ୪୯୯ ଟଙ୍କାର ପ୍ଲାନ ଘୋଷଣା କରାଯାଇଥିଲା ବେଳେ ଅସୀମିତ ଫ୍ରି କଲ, ଫ୍ରି ରୋମିଂ କଲ, ୨୦ ଜିବି ୪ଜି ଏବଂ ୩ଜି ଡାଟା ଆଦି ସୁବିଧା ଉପଲବ୍ଧ। ସେହିପରି ପ୍ରିପେଡ ଗ୍ରାହକଙ୍କ ପାଇଁ  ୪୪୮ ଟଙ୍କାର […]

airtel_hq_1024_1510134897_618x347

airtel_hq_1024_1510134897_618x347

Rakesh Mallick
  • Published: Wednesday, 08 November 2017
  • Updated: 08 November 2017, 06:09 PM IST

Sports

Latest News

ନୂଆଦିଲ୍ଲୀ: ଭାରତର ଅଗ୍ରଣୀ ଟେଲିକମ କମ୍ପାନୀ ଏୟାରଟେଲ ପକ୍ଷରୁ ଦୁଇଟି ନୂଆ ପ୍ଲାନ୍‌ ଲଞ୍ଚ କରାଯାଇଛି। କେବଳ ପୋଷ୍ଟ ପେଡ ନୁହେଁ  ପ୍ରିପେଡ ପାଇଁ ମଧ୍ୟ କମ୍ପାନୀ ପକ୍ଷରୁ ସ୍କିମ ଘୋଷଣା କରାଯାଇଛି।  ପୋଷ୍ଟ ପେଡ୍ ଗ୍ରାହକଙ୍କ ପାଇଁ ୪୯୯ ଟଙ୍କାର ପ୍ଲାନ ଘୋଷଣା କରାଯାଇଥିଲା ବେଳେ ଅସୀମିତ ଫ୍ରି କଲ, ଫ୍ରି ରୋମିଂ କଲ, ୨୦ ଜିବି ୪ଜି ଏବଂ ୩ଜି ଡାଟା ଆଦି ସୁବିଧା ଉପଲବ୍ଧ। ସେହିପରି ପ୍ରିପେଡ ଗ୍ରାହକଙ୍କ ପାଇଁ  ୪୪୮ ଟଙ୍କାର ପ୍ଲାନ ରହିଛି।

ଏହି ପ୍ଲାନ୍ ଅନୁଯାୟୀ ପ୍ରିପେଡ ଗ୍ରାହକମାନେ  ଅସୀମିତ ଉଭୟ ଲୋକାଲ ଏବଂ ନ୍ୟାସନାଲ କଲ କରିବାର ସୁବିଧା ନେଇପାରିବେ।  ଏଥିସହ କମ୍ପାନୀ ପକ୍ଷରୁ ୭୦ ଜିବିର ଡାଟା ମଧ୍ୟ ଉପଲବ୍ଧ। ଏହି ସୁବିଧା ୨ଜି/୩ଜି ଏବଂ ୪ଜି ସ୍ମାର୍ଟ ଫୋନ୍‌ ପାଇଁ ମଧ୍ୟ ଉପଲବ୍ଧ। ଗ୍ରାହକମାନେ ଏୟାରଟେଲ ମାଇଁ ଆପ୍‌ ମାଧ୍ୟମରେ ଏହି ପ୍ଲାନ୍‌କୁ ଆକ୍ଟିଭେଟ୍‌ କରିପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story