ସେପ୍ଟେମ୍ବର ୬ରେ ଲଞ୍ଚ୍‌ ହେବ Vivo Z1X

ନୂଆଦିଲ୍ଲୀ: ଚାଇନିଜ୍‌ କମ୍ପାନୀ Vivo ଖୁବ୍‌ଶୀଘ୍ର Z ସିରିଜ୍‌ର ନୂଆ ସ୍ମାର୍ଟଫୋନ୍‌ ଭାରତରେ ଲଞ୍ଚ୍‌ କରିବାକୁ ଯାଉଛି। ସୂଚନା ଅନୁଯାୟୀ, କମ୍ପାନୀ ସେପ୍ଟେମ୍ବର ୬ରେ ଭାରତରେ Vivo Z1Xକୁ ଲଞ୍ଚ୍‌ କରିବ। ଏହି ସ୍ମାର୍ଟପୋନ୍‌କୁ ଫ୍ଲିପ୍‌କାର୍ଟରେ ଉପଲବ୍ଧ କରାଯିବ। ଏ ସମ୍ପର୍କିତ ସୂଚନା କମ୍ପାନୀ ଟ୍ୱିଟ୍‌ କରି ଜଣାଇଛି। ସେପ୍ଟେମ୍ବର ୬ତାରିଖ ଦିନ ମଧ୍ୟାହ୍ଣ ୧୨ଟା ହେଲେ ଏହାକୁ ଲଞ୍ଚ୍‌ କରାଯିବାର  କାର୍ଯ୍ୟକ୍ରମ ରହିଛି। କମ୍ପାନୀ ତରଫରୁ ଏ ନେଇ ଏକ ଟ୍ରେଲର୍‌ ମଧ୍ୟ ଜାରି ହୋଇଛି। […]

z1x

z1x

Chinmayee Roy
  • Published: Thursday, 29 August 2019
  • Updated: 29 August 2019, 05:08 PM IST

Sports

Latest News

ନୂଆଦିଲ୍ଲୀ: ଚାଇନିଜ୍‌ କମ୍ପାନୀ Vivo ଖୁବ୍‌ଶୀଘ୍ର Z ସିରିଜ୍‌ର ନୂଆ ସ୍ମାର୍ଟଫୋନ୍‌ ଭାରତରେ ଲଞ୍ଚ୍‌ କରିବାକୁ ଯାଉଛି। ସୂଚନା ଅନୁଯାୟୀ, କମ୍ପାନୀ ସେପ୍ଟେମ୍ବର ୬ରେ ଭାରତରେ Vivo Z1Xକୁ ଲଞ୍ଚ୍‌ କରିବ। ଏହି ସ୍ମାର୍ଟପୋନ୍‌କୁ ଫ୍ଲିପ୍‌କାର୍ଟରେ ଉପଲବ୍ଧ କରାଯିବ। ଏ ସମ୍ପର୍କିତ ସୂଚନା କମ୍ପାନୀ ଟ୍ୱିଟ୍‌ କରି ଜଣାଇଛି।

ସେପ୍ଟେମ୍ବର ୬ତାରିଖ ଦିନ ମଧ୍ୟାହ୍ଣ ୧୨ଟା ହେଲେ ଏହାକୁ ଲଞ୍ଚ୍‌ କରାଯିବାର  କାର୍ଯ୍ୟକ୍ରମ ରହିଛି। କମ୍ପାନୀ ତରଫରୁ ଏ ନେଇ ଏକ ଟ୍ରେଲର୍‌ ମଧ୍ୟ ଜାରି ହୋଇଛି। ଜାରି କରାଯାଇଥିବା ଟ୍ରେଲର୍‌ରୁ ଜଣାପଡ଼ୁଛି ଯେ ଏହି ଫୋନ୍‌ର ପଛରେ ତିନୋଟି କ୍ୟାମେରା ରହିଛି। ଏଥିସହ ଇନ୍‌ଡିସ୍‌ପ୍ଲେ ଫିଙ୍ଗରପ୍ରିଣ୍ଟ୍ ସେନ୍‌ସର୍‌ ମଧ୍ୟ ରହିଛି।

https://youtu.be/txTADYZ5s_8

Vivo Z1Xରେ ଥିବା ସୁବିଧା

ଏହି ସ୍ମାର୍ଟଫୋନ୍‌ଟି ହେଉଛି Vivo Z1 Proର ଅପ୍‌ଗ୍ରେଡ୍ ଭର୍ସନ, ଯାହାକୁ ଗତ ମାସରେ ଲଞ୍ଚ୍‌ କରାଯାଇଥିଲା। ଲଞ୍ଚ୍‌ ପୂର୍ବରୁ ଜାହା ଜଣାପଡ଼ିଛି, ଏହା ପଛ ପାର୍ଶ୍ୱରେ 48MPର କ୍ୟାମେରା ଦିଆଯାଇଛି। ଏଥିସହ କୁହାଯାଉଛି ଯେ, ଏଥିରେ ଅଲ୍ଟ୍ରା ୱାଇଡ ଆଙ୍ଗେଲ୍ କ୍ୟାମେରା ଓ ଡେଡିକେଟେଡ୍ ଡେପ୍ଥ ସେନ୍‌ସର୍‌ ବି ଦିଆଯାଇପାରେ। ଏଥିସହ ଏହି ଫୋନ୍‌ରେ 5,000mAh ବ୍ୟାଟେରୀ ସହ ଫାଷ୍ଟ ଚାର୍ଜିଂ ପାଇଁ  ଫ୍ଲାଶଚାର୍ଜ ଟେକ୍ନୋଲୋଜି ଦିଆଯିବ। ତେବେ ପୋନ୍‌ର ପ୍ରୋସେସରକୁ ନେଇ କିଛି ଜଣାପଡ଼ିନାହିଁ। କିନ୍ତୁ Z1 Pro ରେ ଯେହେତୁ ସ୍ନାପଡ୍ରାଗନ ୭୧୨ ପ୍ରୋସେସର୍‌ ଦିଆଯାଇଥିଲା ତେଣୁ ଆଶା କରାଯାଉଛି, Z1Xକୁ ମଧ୍ୟ ସ୍ନାପଡ୍ରାଗନ୍‌ ୭୩୦ ଭଳି କୌଣସି ପାୱାରଫୁଲ୍‌ ପ୍ରୋସେସର୍‌ ସହ ଲଞ୍ଚ୍ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story