କାହିଁକି ଆତ୍ମହତ୍ୟା କଲେ ସୁରେଖା

କାହିଁକି ଆତ୍ମହତ୍ୟା କଲେ ସୁରେଖା ? ଆତ୍ମହତ୍ୟା କଲେ ନା କୌଣସି ପରିସ୍ଥିତି ତାଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଥିଲା ? ଭୁବନେଶ୍ୱର ଭରତପୁରରେ ସୁରେଖା ଆତ୍ମହତ୍ୟା ପ୍ରସଙ୍ଗକୁ ନେଇ ଏମିତି ପ୍ରଶ୍ନ ଉଠିଛି।