ଦନ୍ତା ଆକ୍ରମଣରେ ଫରେଷ୍ଟର ଗୁରୁତର

ହାତୀ ଆକ୍ରମଣରେ 36 ବର୍ଷୀୟ ଫରେଷ୍ଟର ସୌରୀ କୁମାର ପାତ୍ର ଗୁରୁତର ହୋଇଛନ୍ତି l ଗୁରୁତର ଅବସ୍ଥାରେ ତାଙ୍କୁ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି l