ଦିନ ମଜୁରିଆ ଜିତିଲେ ନିର୍ବାଚନ

ଅର୍ଥ ନାହିଁ ରାଜନୀତି କରିବାକୁ । ତଥାପି ସାହାସ ତାଙ୍କର କମ୍ ନ ଥିଲା। ବିନା ଅର୍ଥରେ ନଜ ଦମରେ ନିର୍ବାଚନକୁ ଓହ୍ଲାଇଥିଲେ  ଆଉ ଜିତିଥିଲେ ।