ଦୁର୍ଘଟଣାଗ୍ରସ୍ତ ପରିବାରକୁ ନିଜ ଗାଡ଼ିରେ ନେଲେ ସାଂସଦ

ମାନବିକତା ଦେଖାଇଲେ ସାଂସଦ। ରାସ୍ତାରେ ଯାଉଥିବାବେଳେ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ନିଜ ଗାଡ଼ିରେ ନେଇ ଡାକ୍ତରଖାନା ପହଞ୍ଚାଇଲେ ସାଂସଦ ସପ୍ତଗିରି ଉଲାକା।