MLA‌ଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ

MLAଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ। କଟକ ପାରାଦୀପ ମୁଖ୍ୟ ରାସ୍ତା ବୋଦର ଛକ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି mla ଲେଖା ଥିବା ଏହି କାରଟି।