୨୪ ଘଣ୍ଟାରେ ସୁସ୍ଥ ହେଲେ ୨୭୩୮ କରୋନା ଆକ୍ରାନ୍ତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ୨୭୩୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏ ନେଇ ଆଜି ସ୍ୱାସ୍ଥ ବିଭାଗ ପକ୍ଷରୁ ଟୁଇଟ୍ ସୂଚନା ଦିଆଯାଇଛି। ଏହାକୁ ମିଶାଇ ଓଡ଼ିଶାରେ ମୋଟ କରୋନା ସୁସ୍ଥ ସଂଖ୍ୟା ୨୪୯୫୭୫ରେ ପହଞ୍ଚିଛି। Another 2738 Covid patients have recovered and are being discharged on 19.10.2020 399 from Khordha189 from Cuttack174 from Anugul154 from Sundargarh114 from Baleswar110 from Mayurbhanj109 from Puri107 […]

covid19

covid19

Ranjit Kumar Jena
  • Published: Monday, 19 October 2020
  • Updated: 19 October 2020, 08:41 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ୨୭୩୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏ ନେଇ ଆଜି ସ୍ୱାସ୍ଥ ବିଭାଗ ପକ୍ଷରୁ ଟୁଇଟ୍ ସୂଚନା ଦିଆଯାଇଛି। ଏହାକୁ ମିଶାଇ ଓଡ଼ିଶାରେ ମୋଟ କରୋନା ସୁସ୍ଥ ସଂଖ୍ୟା ୨୪୯୫୭୫ରେ ପହଞ୍ଚିଛି।

https://twitter.com/HFWOdisha/status/1318200547246157826?s=20

https://twitter.com/HFWOdisha/status/1318200551507599360?s=20

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୩୯୯ ଜଣ ସୁସ୍ଥ ହୋଇଥିବା ବେଳେ କଟକରୁ ୧୮୯, ଅନୁଗୁଳରୁ ୧୭୪, ସୁନ୍ଦରଗଡ଼ରୁ ୧୫୪, ବାଲେଶ୍ୱରରୁ ୧୧୪, ମୟୂରଭଞ୍ଜରୁ ୧୧୦, ପୁରୀରୁ ୧୦୯, ସମ୍ବଲପୁରରୁ ୧୦୭, କଳାହାଣ୍ଡିରୁ ୧୦୧, ବରଗଡ଼ରୁ ୧୦୦ ସୁସ୍ଥ ହୋଇଛନ୍ତି।

ସେହିପରି ଯାଜପୁରରୁ ୯୫, କେନ୍ଦ୍ରାପଡ଼ାରୁ ୯୫, ଜଗତସିଂହପୁରରୁ ୮୯, ଝାରସୁଗୁଡ଼ାରୁ ୮୮, ବଲାଙ୍ଗିରରୁ ୮୬, କୋରାପୁଟରୁ ୮୫, ମାଲକାନଗିରିରୁ ୬୯, କେନ୍ଦୁଝରରୁ ୬୫, ନବରଙ୍ଗପୁରରୁ ୬୩, ସୋନପୁରରୁ ୬୩, ଭଦ୍ରକରୁ ୫୯, ନୂଆପଡ଼ାରୁ ୪୬, କନ୍ଧମାଳରୁ ୪୩, ଢେଙ୍କାନାଳରୁ ୪୦, ନୟାଗଡ଼ରୁ ୪୦, ବୌଦ୍ଧରୁ ୨୪, ରାୟଗଡ଼ାରୁ ୨୦, ଗଞ୍ଜାମରୁ ୧୮, ଦେବଗଡ଼ରୁ ୧୭, ଗଜପତିରୁ ୬ ଓ ଷ୍ଟେଟ୍‌ ପୁଲ୍‌ରୁ ୭୦ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story