'ଆସନ୍ତା ବର୍ଷ ଆରମ୍ଭରେ ଆସିବ କୋଭିଡ୍ ଟିକା'

ନୂଆଦିଲ୍ଲୀ: କରୋନା ଭାଇରସ୍ ଟିକା ଆସନ୍ତା ବର୍ଷ ଆରମ୍ଭରେ ଆସିବ। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ରବିବାର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଯଦିଓ ଏପର୍ଯ୍ୟନ୍ତ କୌଣସି ତାରିଖ ସ୍ଥିର ହୋଇ ନାହିଁ,  ହେଲେ 2021 ମସିହା ସୁଦ୍ଧା କୋଭିଡ୍ ଟିକା ପ୍ରସ୍ତୁତ ହୋଇଯିବ। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ କହିଛନ୍ତି ଯେ ଯଦି କରୋନା ଭାଇରସ୍ ଟିକା ଉପରେ ଲୋକଙ୍କ ଆତ୍ମବିଶ୍ୱାସ ନାହିଁ, ତେବେ ସେ ଟିକା ନେବାକୁ ପ୍ରଥମେ ପ୍ରସ୍ତୁତ। […]

HARSH BARDHAN

HARSH BARDHAN

Subhransu Sekhar
  • Published: Sunday, 13 September 2020
  • Updated: 13 September 2020, 11:25 PM IST

Sports

Latest News

ନୂଆଦିଲ୍ଲୀ: କରୋନା ଭାଇରସ୍ ଟିକା ଆସନ୍ତା ବର୍ଷ ଆରମ୍ଭରେ ଆସିବ। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ରବିବାର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଯଦିଓ ଏପର୍ଯ୍ୟନ୍ତ କୌଣସି ତାରିଖ ସ୍ଥିର ହୋଇ ନାହିଁ,  ହେଲେ 2021 ମସିହା ସୁଦ୍ଧା କୋଭିଡ୍ ଟିକା ପ୍ରସ୍ତୁତ ହୋଇଯିବ।

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ କହିଛନ୍ତି ଯେ ଯଦି କରୋନା ଭାଇରସ୍ ଟିକା ଉପରେ ଲୋକଙ୍କ ଆତ୍ମବିଶ୍ୱାସ ନାହିଁ, ତେବେ ସେ ଟିକା ନେବାକୁ ପ୍ରଥମେ ପ୍ରସ୍ତୁତ। ଯଦି ଟିକାର ପରୀକ୍ଷା ତାଙ୍କ ଶରୀରରେ ପ୍ରଥମେ ହେବ ତାହେଲେ ସେ ଅଧିକ ଖୁସି ହେବେ ବୋଲି କହିଛନ୍ତି।ଏହା ବ୍ୟତୀତ ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ଯେ କୋଭିଡ ଟିକା ଆସିବା ପରେ ତାଙ୍କୁ ପ୍ରାଥମିକତା ଭିତ୍ତିରେ ଏହି ଟିକା ଦିଆଯିବ।

ତେବେ ବରିଷ୍ଠ ନାଗରିକ ତଥା ଅଧିକ ଉଚ୍ଚ ସ୍ଥାନରେ କାମ କରୁଥିବେ ସେମାନଙ୍କ ପାଖରେ କୋଭିଡ ଟିକା ପହଞ୍ଚାଇବା ପାଇଁ ଜରୁରୀକାଳୀନ ଭିତରେ ପଠାଇବା ଉପରେ ସରକାର ବିଚାର କରୁଛନ୍ତି। ସରକାର ଚୂଡାନ୍ତ ନିଷ୍ପତ୍ତି ନେବା ପରେ ଏ ବାବଦରେ ଜଣାପଡ଼ିବ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story