ନଭେମ୍ବରରେ ଆସିବ ଅକ୍ସଫୋର୍ଡର କରୋନା ଟିକା, ପ୍ରସ୍ତୁତ ରହିବାକୁ ହସ୍ପିଟାଲକୁ ନିର୍ଦ୍ଦେଶ

ଲଣ୍ଡନ: ଅକ୍ସଫୋର୍ଡ ପକ୍ଷରୁ ତିଆରି କରାଯାଇଥିବା କରୋନା ଟିକାକୁ ନେଇ ଭଲ ଖବର ସାମ୍ନାକୁ ଆସିଛି। ଅକ୍ସଫୋର୍ଡ ପ୍ରସ୍ତୁତ କରିଥିବା କରୋନା ଟିକା ଆସନ୍ତା ମାସରୁ ବ୍ରିଟେନରେ ଉପଲବ୍ଧ ହେବ। ଖାସ ଏହି କାରଣ ପାଇଁ ସରକାରଙ୍କ ପକ୍ଷରୁ ଲୋକଙ୍କୁ ଟିକା ଦେବାକୁ ପ୍ରସ୍ତୁତି ଆରମ୍ଭ କରାଯାଇଛି। ଲଣ୍ଡନର ଥିବା ଏକ ବଡ଼ ହସ୍ପିଟାଲର ଅଧିକାରୀଙ୍କୁ ସରକାରଙ୍କ ପକ୍ଷରୁ ଟିକାକରଣ ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି। ଦି ସନ୍‌ରେ ପ୍ରକାଶିତ ଖବର ଅନୁଯାୟୀ, ଅକ୍ସଫୋର୍ଡ […]

u

u

Hemant Lenka
  • Published: Monday, 26 October 2020
  • Updated: 26 October 2020, 03:21 PM IST

Sports

Latest News

ଲଣ୍ଡନ: ଅକ୍ସଫୋର୍ଡ ପକ୍ଷରୁ ତିଆରି କରାଯାଇଥିବା କରୋନା ଟିକାକୁ ନେଇ ଭଲ ଖବର ସାମ୍ନାକୁ ଆସିଛି। ଅକ୍ସଫୋର୍ଡ ପ୍ରସ୍ତୁତ କରିଥିବା କରୋନା ଟିକା ଆସନ୍ତା ମାସରୁ ବ୍ରିଟେନରେ ଉପଲବ୍ଧ ହେବ। ଖାସ ଏହି କାରଣ ପାଇଁ ସରକାରଙ୍କ ପକ୍ଷରୁ ଲୋକଙ୍କୁ ଟିକା ଦେବାକୁ ପ୍ରସ୍ତୁତି ଆରମ୍ଭ କରାଯାଇଛି। ଲଣ୍ଡନର ଥିବା ଏକ ବଡ଼ ହସ୍ପିଟାଲର ଅଧିକାରୀଙ୍କୁ ସରକାରଙ୍କ ପକ୍ଷରୁ ଟିକାକରଣ ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି।

ଦି ସନ୍‌ରେ ପ୍ରକାଶିତ ଖବର ଅନୁଯାୟୀ, ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଓ ଆଷ୍ଟ୍ରାଜେନେକା ପକ୍ଷରୁ ପ୍ରସ୍ତୁତ କରୋନା ଟିକା ନଭେମ୍ବର ମାସରେ ବଜାରକୁ ଆସିବ। ନଭେମ୍ବର ୨ ପରେ କୌଣସି ବି ମୁହୂର୍ତ୍ତରେ ଲୋକଙ୍କ ଟିକା କରଣ ପାଇଁ ସରକାର ଅନୁମତି ଦେଇ ପାରନ୍ତି। ଏଥିପାଇଁ ଉକ୍ ହସ୍ପିଟାଲର କର୍ମଚାରୀଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

ରୁଷ ପକ୍ଷରୁ ବିଶ୍ୱର ପ୍ରଥମ କରୋନା ଟିକା ପ୍ରସ୍ତୁତ କରାଯାଇଥିବା ମସ୍କୋ ଦାବି କରିଛି। ହେଲେ ଏହାର ପରୀକ୍ଷାକୁ ନେଇ ଦ୍ୱନ୍ଦ୍ୱ ରହିଥିବାରୁ ଅଧିକାଂଶ ଦେଶ ଏହାକୁ ସିଧାସଳଖ ବ୍ୟବହାର ପାଇଁ ଆଗ୍ରହ ଦେଖାଉ ନାହାନ୍ତି। କିନ୍ତୁ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ପ୍ରସ୍ତୁତ କରିଥିବା ଟିକାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ପରୀକ୍ଷା ପାଇଁ ଅନୁମତି ଦେଇଛି।

ଏହାର ପରୀକ୍ଷା ଭାରତ ସମେତ ଏକାଧିକ ରାଷ୍ଟ୍ରରେ କରାଯାଉଛି। ତେଣୁ ଯଦି ଅକ୍ସଫୋର୍ଡର ଟିକାକୁ ସାର୍ବଜନୀନ ବ୍ୟବହାର ପାଇଁ ଅନୁମତି ମିଳେ, ତା’ହେଲେ ଏହା ସାରା ବିଶ୍ୱ ପାଇଁ ଗେମ ଚେଞ୍ଜର ସାବ୍ୟସ୍ତ ହେବ ବୋଲି ବିଶେଷଜ୍ଞମାନେ ମତଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story