୫ ଲେଡି ଲୁଟେରା ଗିରଫ, ସେକ୍ସ ପ୍ରଲୋଭନ ଦେଖାଇ ଲୁଟୁଥିଲେ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ଖାରବେଳନଗର ଅଞ୍ଚଳରୁ ୫ ଜଣ ମହିଳା ଲୁଟେରାକୁ ଆଜି ଗିରଫ କରିଛି କମିଶନରେଟ୍‌ ପୋଲିସ। ଏହି ଗ୍ୟାଙ୍ଗ ମାଷ୍ଟର କ୍ୟାଣ୍ଟିନ୍‌ ନିକଟରେ ଯୋଜନାବଦ୍ଧ ସେକ୍ସ ପ୍ରଲୋଭନ ଦେଖାଇ ପଥଚାରୀଙ୍କୁ ମିଳିତ ଭାବେ ଲୁଟ୍‌ କରୁଥିଲେ। ଗତକାଲି ବୌଦ୍ଧ ଅଞ୍ଚଳର ଜଣେ ବ୍ୟକ୍ତି ଏହି ଗ୍ୟାଙ୍ଗର ଶିକାର ହୋଇଥିଲେ। ତାଙ୍କ ନିକଟରୁ ଏହି ଗ୍ୟାଙ୍ଗ ୮,୦୦୦ଟଙ୍କା ଓ ମୋବାଇଲ୍‌ ଲୁଟ କରିଥିବା ସେ ଖାଳବେଳନଗର ଥାନାରେ ଅଭିଯୋଗ କରିଥିଲେ। ଏହାପରେ ଲୁଟେରା ଗ୍ୟାଙ୍ଗର ୫ […]

loot

loot

Rakesh Mallick
  • Published: Sunday, 05 June 2016
  • Updated: 05 June 2016, 09:54 PM IST

Sports

Latest News

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ଖାରବେଳନଗର ଅଞ୍ଚଳରୁ ୫ ଜଣ ମହିଳା ଲୁଟେରାକୁ ଆଜି ଗିରଫ କରିଛି କମିଶନରେଟ୍‌ ପୋଲିସ। ଏହି ଗ୍ୟାଙ୍ଗ ମାଷ୍ଟର କ୍ୟାଣ୍ଟିନ୍‌ ନିକଟରେ ଯୋଜନାବଦ୍ଧ ସେକ୍ସ ପ୍ରଲୋଭନ ଦେଖାଇ ପଥଚାରୀଙ୍କୁ ମିଳିତ ଭାବେ ଲୁଟ୍‌ କରୁଥିଲେ।

ଗତକାଲି ବୌଦ୍ଧ ଅଞ୍ଚଳର ଜଣେ ବ୍ୟକ୍ତି ଏହି ଗ୍ୟାଙ୍ଗର ଶିକାର ହୋଇଥିଲେ। ତାଙ୍କ ନିକଟରୁ ଏହି ଗ୍ୟାଙ୍ଗ ୮,୦୦୦ଟଙ୍କା ଓ ମୋବାଇଲ୍‌ ଲୁଟ କରିଥିବା ସେ ଖାଳବେଳନଗର ଥାନାରେ ଅଭିଯୋଗ କରିଥିଲେ। ଏହାପରେ ଲୁଟେରା ଗ୍ୟାଙ୍ଗର ୫ ଜଣ ମହିଳାଙ୍କୁ ଗିରଫ କରିଛି ପୋଲିସ। ପୂର୍ବରୁ ମଧ୍ୟ ଡକାୟତି ଓ ଲୁଟ୍‌ ମାମାଲାରେ ଗିରଫ ହୋଇଥିବା ଏହି ଲେଡି ଲୁଟେରାଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏହି ଗ୍ୟାଙ୍ଗରେ ୧୦ରୁ ଅଧିକ ସଦସ୍ୟ କାମ କରନ୍ତି। ତେବେ ଗ୍ୟାଙ୍ଗର ଅନ୍ୟ ସଦସ୍ୟ ଏବେ ଫେରାର ଅଛନ୍ତି। ସହରର କେନ୍ଦ୍ରସ୍ଥଳରେ ଲୁଟ୍‌ କରୁଥିବା ଏହି ଗ୍ୟାଙ୍ଗର ଅନ୍ୟ ସବୁ ସଦସ୍ୟକୁ ଧରିବା ପାଇଁ ପୋଲିସ ତଦନ୍ତ ଜାରି ରଖଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos