ସାରଥି ମାମଲା: କଟକ ଏସଡିଜେଏମ୍‌ଙ୍କ କଗନିଜାନ୍‌ସ ନିର୍ଦ୍ଦେଶ ହାଇକୋର୍ଟରେ ରଦ୍ଦ

କଟକ: ସାରଥି ବାବା ଓରଫ ସନ୍ତୋଷ ରାଉଳଙ୍କ ମାମଲାରେ ଆଜି ନୂଆ ମୋଡ଼ ଆସିଛି। ବିବାଦୀୟ ଯୁବତୀଙ୍କ ଏତଲା ଆଧାରରେ କଟକ ଏସଡିଜେଏମ୍ ନେଇଥିବା କଗନିଜାନ୍‌ସ ନିର୍ଦ୍ଦେଶକୁ ହାଇକୋର୍ଟ ରଦ୍ଦ କରିଛନ୍ତି। ଏହି ମାମଲାରେ ଯେଉଁ ଯେଉଁ ଦଫା ଅନୁଯାୟୀ ବିଚାର ପାଇଁ ଏସଡିଜେଏମ୍ ଧାର୍ଯ୍ୟ କରିଥିଲେ ତାର ପୁନର୍ବିଚାର କରିବା ପାଇଁ ହାଇକୋର୍ଟ କହିଛନ୍ତି। ଏହି ମାମଲାରେ ସାରଥିଙ୍କ ସହ ଅଭିଯୁକ୍ତ କୁହାଯାଉଥିବା ମଞ୍ଜୁଙ୍କ ଆବେଦନର ଶୁଣାଣି କରି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ବିବାଦୀୟ […]

sarathi

sarathi

Rakesh Mallick
  • Published: Friday, 13 May 2016
  • Updated: 13 May 2016, 11:35 AM IST

Sports

Latest News

କଟକ: ସାରଥି ବାବା ଓରଫ ସନ୍ତୋଷ ରାଉଳଙ୍କ ମାମଲାରେ ଆଜି ନୂଆ ମୋଡ଼ ଆସିଛି। ବିବାଦୀୟ ଯୁବତୀଙ୍କ ଏତଲା ଆଧାରରେ କଟକ ଏସଡିଜେଏମ୍ ନେଇଥିବା କଗନିଜାନ୍‌ସ ନିର୍ଦ୍ଦେଶକୁ ହାଇକୋର୍ଟ ରଦ୍ଦ କରିଛନ୍ତି। ଏହି ମାମଲାରେ ଯେଉଁ ଯେଉଁ ଦଫା ଅନୁଯାୟୀ ବିଚାର ପାଇଁ ଏସଡିଜେଏମ୍ ଧାର୍ଯ୍ୟ କରିଥିଲେ ତାର ପୁନର୍ବିଚାର କରିବା ପାଇଁ ହାଇକୋର୍ଟ କହିଛନ୍ତି। ଏହି ମାମଲାରେ ସାରଥିଙ୍କ ସହ ଅଭିଯୁକ୍ତ କୁହାଯାଉଥିବା ମଞ୍ଜୁଙ୍କ ଆବେଦନର ଶୁଣାଣି କରି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି।

ବିବାଦୀୟ ଯୁବତୀ ମଙ୍ଗଳାବାଗ ଥାନାରେ ସାରଥିଙ୍କ ସହିତ ମଞ୍ଜୁ ଓ ମିଲି ନାମକ ଦୁଇ ଜଣ ମହିଳାଙ୍କ ନାଁରେ ଏତଲା ଦାୟର କରିଥିଲେ। ତାଙ୍କୁ ଜାତିଗତ ଆକ୍ଷେପ କରିବା ସହ ତାଙ୍କ ବିରୋଧରେ ଅପରାଧିକ ଷଡ଼ଯନ୍ତ୍ର କରିବା, ଧମକ ଚମକ ଦେବା ଏବଂ ଜୋର ଜବରଦସ୍ତି ମିଛ ଏତଲା ଲେଖାଇନେବା ଭଳି ଅଭିଯୋଗ କରିଥିଲେ। ପୋଲିସ୍ ଏହାର ତଦନ୍ତ କରି ଆଇପିସିର ଧାରା ୩୮୪, ୧୨୦(ଖ), ୫୦୬, ୫୦୮,୨୧୧ ଏବଂ ୩ ଏସ୍‌ସି/ଏସ୍‌ଟି ଆକ୍ଟରେ ଚାର୍ଜସିଟ୍‌ ଦାୟର କରିଥିଲା। କ୍ରାଇମବ୍ରାଞ୍ଚର ଚାର୍ଜସିଟ ଆଧାରରେ କଟକ ଏସ୍‌ଡିଜେଏମ୍‌ ତିନି ଅଭିଯୁକ୍ତଙ୍କ ବିରୋଧରେ ମାମଲାକୁ ଗ୍ରହଣ କରି ବିଚାର ପାଇଁ ସ୍ୱତନ୍ତ୍ର ଏସ୍‌ସି/ଏସ୍‌ଟି ଅଦାଲତକୁ ପଠାଇ ଦେଇଥିଲେ। ତାଙ୍କ ବିରୋଧରେ କରାଯାଇଥିବା ଅଭିଯୋଗଗୁଡ଼ିକର ବିଚାରଯୋଗ୍ୟ ତଥ୍ୟ ନଥିବା ଦର୍ଶାଇ ଏହାକୁ ଖାରଜ କରିବାକୁ ମଞ୍ଜୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story