ଆଳି: ୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ବିଡିଓ

ଆଳି: ଭିଜିଲାନ୍ସ ଜାଲରେ ପଡିଛନ୍ତି ଆଳି ରାଜକନିକା ବିଡିଓ ରମେଶ ବେହେରା। ଏକ ରାସ୍ତା କାମର ବିଲ୍‌ ପାସ୍‌ କରିବା ପାଇଁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଭିଜିଲାନ୍ସ ଅଧିକାରୀମାନେ ଗିରଫ କରିଛନ୍ତି। ସିଓପଡ଼ାର ପୂର୍ବତନ ସରପଞ୍ଚଙ୍କଠାରୁ ରମେଶ ଏହି ଲାଞ୍ଚ ନେଉଥିଲେ। ରମେଶଙ୍କୁ ଗିରଫ କରିବା ପରେ ଭିଜିଲାନ୍ସ ବିଭାଗ ପକ୍ଷରୁ କଟକ ସ୍ଥିତ ତାଙ୍କ ବାସଭବନରେ ଚଢାଉ କରାଯାଇଛି। ସେଠାରୁ ନଗଦ ଟଙ୍କା, ବ୍ୟାଙ୍କ ଆକାଉଣ୍ଟ, ଗହଣା ସହ କିଛି […]

aul-bdo

aul-bdo

Rakesh Mallick
  • Published: Tuesday, 10 May 2016
  • Updated: 10 May 2016, 04:28 PM IST

Sports

Latest News

ଆଳି: ଭିଜିଲାନ୍ସ ଜାଲରେ ପଡିଛନ୍ତି ଆଳି ରାଜକନିକା ବିଡିଓ ରମେଶ ବେହେରା। ଏକ ରାସ୍ତା କାମର ବିଲ୍‌ ପାସ୍‌ କରିବା ପାଇଁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଭିଜିଲାନ୍ସ ଅଧିକାରୀମାନେ ଗିରଫ କରିଛନ୍ତି। ସିଓପଡ଼ାର ପୂର୍ବତନ ସରପଞ୍ଚଙ୍କଠାରୁ ରମେଶ ଏହି ଲାଞ୍ଚ ନେଉଥିଲେ।

ରମେଶଙ୍କୁ ଗିରଫ କରିବା ପରେ ଭିଜିଲାନ୍ସ ବିଭାଗ ପକ୍ଷରୁ କଟକ ସ୍ଥିତ ତାଙ୍କ ବାସଭବନରେ ଚଢାଉ କରାଯାଇଛି। ସେଠାରୁ ନଗଦ ଟଙ୍କା, ବ୍ୟାଙ୍କ ଆକାଉଣ୍ଟ, ଗହଣା ସହ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି। ଏହାସହ ରାଜକନିକା ସ୍ଥିତ ତାଙ୍କ କାର୍ଯ୍ୟାଳୟରେ ମଧ୍ୟ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos