ଭଞ୍ଜନଗର ଫାଣ୍ଡି ଏଏସ୍‌ଆଇଙ୍କ ଘରେ ଭିଜିଲାନ୍ସ ଚଢାଉ

ବ୍ରହ୍ମପୁର: ଭଞ୍ଜନଗର ଫାଣ୍ଡି ଏଏସ୍‌ଆଇଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ଏଏସ୍‌ଆଇ ଶଙ୍କର ରାଓଙ୍କ ଛତ୍ରପୁର ଘରେ ଆଜି ଏହି ଚଢାଉ କରାଯାଇଥିଲା। ଏହାସହ ଶଙ୍କରଙ୍କ ଭାଇ ଓ ସମ୍ପର୍କୀୟଙ୍କ ଘରେ ମଧ୍ୟ ତଲାସୀ କରାଯାଉଛି। ଯାଞ୍ଚ ଚାଲିବାରୁ ଭିଜିଲାନ୍ସ ବିଭାଗ ପକ୍ଷରୁ ସବିଶେଷ ତଥ୍ୟ ଦିଆଯାଇନାହିଁ। ଚଢାଉ ହୋଇଥିବା ଘର ତାଙ୍କ ବାପାଙ୍କର ବୋଲି ଶଙ୍କର କହିଛନ୍ତି। ସେ ଆହୁରି କହିଛନ୍ତି, ଏହି ଘର ଉପରେ ତାଙ୍କ ଭାଇ ଭଊଣୀଙ୍କ ମଧ୍ୟ ବାଣ୍ଟ […]

ias

ias

Rakesh Mallick
  • Published: Wednesday, 11 May 2016
  • Updated: 11 May 2016, 04:57 PM IST

ବ୍ରହ୍ମପୁର: ଭଞ୍ଜନଗର ଫାଣ୍ଡି ଏଏସ୍‌ଆଇଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ଏଏସ୍‌ଆଇ ଶଙ୍କର ରାଓଙ୍କ ଛତ୍ରପୁର ଘରେ ଆଜି ଏହି ଚଢାଉ କରାଯାଇଥିଲା। ଏହାସହ ଶଙ୍କରଙ୍କ ଭାଇ ଓ ସମ୍ପର୍କୀୟଙ୍କ ଘରେ ମଧ୍ୟ ତଲାସୀ କରାଯାଉଛି। ଯାଞ୍ଚ ଚାଲିବାରୁ ଭିଜିଲାନ୍ସ ବିଭାଗ ପକ୍ଷରୁ ସବିଶେଷ ତଥ୍ୟ ଦିଆଯାଇନାହିଁ।

ଚଢାଉ ହୋଇଥିବା ଘର ତାଙ୍କ ବାପାଙ୍କର ବୋଲି ଶଙ୍କର କହିଛନ୍ତି। ସେ ଆହୁରି କହିଛନ୍ତି, ଏହି ଘର ଉପରେ ତାଙ୍କ ଭାଇ ଭଊଣୀଙ୍କ ମଧ୍ୟ ବାଣ୍ଟ ରହିଛି।

ନିକଟରେ ଶଙ୍କର ରାଓଙ୍କୁ ମାଲକାନଗିରି ବଦଳି କରାଯାଇଥିଲେ ମଧ୍ୟ ସେ ସେଠାକୁ ଯାଇ କାର୍ଯ୍ୟରେ ଯୋଗ ଦେଇ ନ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story